ଯାଜପୁର: ଯାଜପୁର ନିର୍ବାଚନ ମଣ୍ଡଳୀରେ ପରିବେଶ ପଂଚାୟତ ସହରର ବିରଜା ମହିଳା କଲେଜରେ ଆୟୋଜନ ହୋଇଯାଇଛି। ବିଧାୟିକା ସୁଜାତା ସାହୁ ଉପସ୍ଥିତ ରହି ପରିବେଶ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ କହିବା ସହ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ। କାଯ୍ୟକ୍ରମରେ କଲେଜର ଶତାଧିକ ଛାତ୍ରୀ ସାମିଲ ହୋଇଥିଲେ।
ବିଧାୟିକା ସୁଜାତା ସାହୁ ଉପସ୍ଥିତ ରହି ପରିବେଶ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ କହିବା ସହ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ। କାଯ୍ୟକ୍ରମରେ କଲେଜର ଶତାଧିକ ଛାତ୍ରୀ ସାମିଲ ହୋଇଥିଲେ।
Jajpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/08/22/jajpur-2025-08-22-16-25-21.jpg)