ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଆଜି ସକାଳେ ମାରପିଟ୍ ଅଭିଯୋଗରେ ଗୁଜିଦରଡ଼ା ପଞ୍ଚାୟତ ସରପଞ୍ଚଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫ ସରପଞ୍ଚଙ୍କ ନାମ ମହମ୍ମଦ ଫରହାଟ୍ ଆଲମ୍ ଖାନ୍(୩୭)। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଗ୍ରାମାଞ୍ଚଳ ପୁଲିସ।
ରାସ୍ତା କାମ ବିବାଦକୁ ନେଇ କିଛି ଯୁବକଙ୍କୁ ମାଡ଼ ମାରିଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/10/qjSJbMihRJWAuzHoYAh8.jpg)