କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ତା ଥାନା ବାହାବଲ୍ ଖୋଲ ସଂରକ୍ଷିତ ଜଙ୍ଗଲରେ ଆଜି ପ୍ରତ୍ୟୁଷରୁ ଏସଓଜି, ଡ଼ିଭିଏଫ୍ ଓ ବିଡ ସ୍କ୍ୱାର୍ଡକୁ ମାଓ ଅପରେସନ୍ କ୍ଷେତ୍ରରେ ସଫଳତା ମିଳିଛି ! କନପା ଠାରୁ ଅଢେଇ କିମି ଦୂରରେ ଥିବା ଏକ ମାଓ ଆଡ୍ଡାରେ ଚଢାଉ କରି ବ୍ୟାପକ ମାଓ ସାମଗ୍ରୀ ଜବତ କରିଛି ! ପୁଣି ସେଠାରୁ ପ୍ରାୟ ୩ କିମି ଦୂର କୁଆକୁଣ୍ଡା ଗ୍ରାମ ନିକଟରେ ମଧ୍ୟ କିଛି ମାଓ ସାମଗ୍ରୀ ଜବତ ହୋଇଛି !
ଜବତ ସାମଗ୍ରୀ ମଧ୍ୟରେ ଅନେକ ବୈଦ୍ୟୁତିକ ସାମଗ୍ରୀ, ଖାଦ୍ୟ ଓ ରାସନ ସାମଗ୍ରୀ ଥିବା ସ୍ଥାନୀୟ ପୁଲିସ ପକ୍ଷରୁ ସୁଚନା ମିଳିଛି !
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/23/0rOQL6DXymXP4s3CcqXW.jpg)