ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ଫିଟିଙ୍ଗପଡାରେ ସିରିଜ ଚୋରି ହୋଇଛି। ଲୁଟେରା ଲୁଟିନେଲେ ୫୦୦ ଗ୍ରାମ୍ ସୁନା ଓ ଲକ୍ଷାଧିକ ଟଙ୍କା ।
୫ଟି ଘରୁ ମେନଗେଟକୁ ଗ୍ୟାସ କଟରରେ କାଟିବା ସହ ଭିତର ଗେଟକୁ ମଧ୍ୟ କାଟି ଆଲମାରିର ଲକର ଭିତରୁ ସବୁ ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଯାଇଛନ୍ତି ଚୋର।
/sambad/media/media_files/2024/12/25/48PU8F6KOAIp8Z79CSA1.jpg)
୫ଟି ଘରର ସମାନ ଅବସ୍ଥା ରହିଛି। ଗତକାଲି ରାତି ୯ ଟା ସମୟରେ ଏହି ୫ ଘରର ଲୋକ ବଡ଼ଦିନ ପାଇଁ ଚର୍ଚ୍ଚକୁ ଯାଇଥିବା ବେଳେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ।
/sambad/media/media_files/2024/12/25/B5FY9cL0jtQURZSrgVyK.jpg)
ଆଜି ସକାଳୁ ସେମାନ ଚର୍ଚ୍ଚରୁ ଫେରିବା ପରେ ଏହି ଘଟଣା ଜାଣିବାକୁ ପାଇଥିଲେ। ଖୁସିର ଦିନରେ ଦୁଃଖର ମାହୋଲ। ସର୍ବସ୍ବାନ୍ତ ହୋଇଗଲେ ୫ ପରିବାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/25/tmkEFDIRjrslt7iy1px1.png)