ସୁନ୍ଦରଗଡ଼: ସୁନ୍ଦରଗଡ଼ ଖଣି ଚୋରି ଘଟଣାରେ ତତ୍କାଳୀନ ହେମଗିରି ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ତତ୍କାଳୀନ ହେମଗିରି ତହସିଲଦାର ଲାବଣେନ୍ଦୁ ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ । ୩ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ତାଙ୍କୁ କୁହାଯାଇଛି।
ସୁନ୍ଦରଗଡ଼ ଖଣି ଚୋରି ଘଟଣାରେ ତତ୍କାଳୀନ ହେମଗିରି ତହସିଲଦାର ଲାବଣେନ୍ଦୁ ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ । ୩ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ତାଙ୍କୁ କୁହାଯାଇଛି।ଜାଣିଶୁଣି ଚୋରା ଖଣି ର ତଥ୍ୟ ଲୁଚାଇବା ଓ ଉପରିସ୍ଥ ଅଧିକାରୀଙ୍କୁ ନଜଣାଇବା କି ଏହି ଘଟଣା ରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଭଳି ସାଙ୍ଘାତିକ ଅଭିଯୋଗର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ। ତାଙ୍କ ଭୁଲ ପାଇଁ ସରକାରଙ୍କ ବହୁ ରାଜସ୍ବହାନି ହେବା ସହ କୋଇଲା ଚୋରି ହୋଇଛି । ତାଙ୍କ ବିରୁଦ୍ଧରେ କାହିଁକି ରୁଲ- ୧୫ ଓସିଏସ ( ସିସିଏ) ଲାଗୁ ନହେବ ସେ ନେଇ ୩ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ଏହି ଚିଠିରେ କୁହାଯାଇଛି। ୩ ଦିନ ମଧ୍ୟରେ ସଠିକ ଉତ୍ତର ନରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରହିଛି ଶୋ କଜ୍ ନୋଟିସରେ ଉଲ୍ଲେଖ ରହିଛି।
ଜାଣିଶୁଣି ଚୋରା ଖଣି ର ତଥ୍ୟ ଲୁଚାଇବା ଓ ଉପରିସ୍ଥ ଅଧିକାରୀଙ୍କୁ ନଜଣାଇବା କି ଏହି ଘଟଣା ରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଭଳି ସାଙ୍ଘାତିକ ଅଭିଯୋଗର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ। ତାଙ୍କ ଭୁଲ ପାଇଁ ସରକାରଙ୍କ ବହୁ ରାଜସ୍ବହାନି ହେବା ସହ କୋଇଲା ଚୋରି ହୋଇଛି । ତାଙ୍କ ବିରୁଦ୍ଧରେ କାହିଁକି ରୁଲ- ୧୫ ଓସିଏସ ( ସିସିଏ) ଲାଗୁ ନହେବ ସେ ନେଇ ୩ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ଏହି ଚିଠିରେ କୁହାଯାଇଛି। ୩ ଦିନ ମଧ୍ୟରେ ସଠିକ ଉତ୍ତର ନରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରହିଛି ଶୋ କଜ୍ ନୋଟିସରେ ଉଲ୍ଲେଖ ରହିଛି।
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/06/dAlzfcIosKaWcD95HfOn.jpg)