ରାଉରକେଲା: ରାଉରକେଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜେଲ ଫେରନ୍ତା ବାପାକୁ ହାଣିଲା ପୁଅ ।ବ୍ରାହ୍ମଣୀ ତରଙ୍ଗ ଥାନାର ଭାଲୁପତ୍ରା ଗ୍ରାମରେ ଏଭଳି କାଣ୍ଡ ଘଟିଛି।ଘଟଣାସ୍ଥଳରୁ ଅଭିଯୁକ୍ତକୁ ଧରି ପୁଲିସ ଥାନାରେ ଅଟକ ରଖିଥିବା ଜଣାଯାଇଛି।
ବ୍ରାହ୍ମଣୀ ତରଙ୍ଗ ଥାନାର ଭାଲୁପତ୍ରା ଗ୍ରାମରେ ଏଭଳି କାଣ୍ଡ ଘଟିଛି।ଘଟଣାସ୍ଥଳରୁ ଅଭିଯୁକ୍ତକୁ ଧରି ପୁଲିସ ଥାନାରେ ଅଟକ ରଖିଥିବା ଜଣାଯାଇଛି। ବହୁ ପୂର୍ବରୁ ତାଙ୍କ ମାଆଙ୍କୁ ହତ୍ୟା କରିବାର ପ୍ରତିଶୋଧ ନେବା ପାଇଁ ପୁଅ ବିଷ୍ଣୁ ବର୍ମା (୨୨) ତାଙ୍କ ବାପା କ୍ରାନ୍ତି କୁମାର ବର୍ମା (୫୫ )ଙ୍କୁ ହତ୍ୟା କରିଥିବା ଜଣାଯାଇଛି। ମୃତକ ଜେଲରେ ଥିଲେ ଏବଂ ଡିସେମ୍ବର ୨୦୨୪ରେ ଦୋଷମୁକ୍ତ ହୋଇ ଘରକୁ ଫେରିଥିଥିଲେ। ଅଭିଯୁକ୍ତ କାରଣ ଦର୍ଶାଇଛି ଯେ ମୃତକ ମଧ୍ୟ ହିଂସାତ୍ମକ ଥିଲେ ଏବଂ ତାକୁ ଆକ୍ରମଣ କରୁଥିଲେ ଏବଂ ଗାଁର ମହିଳାଙ୍କୁ ବାରମ୍ବାର ହଇରାଣ କରୁଥିଲେ।
ବହୁ ପୂର୍ବରୁ ତାଙ୍କ ମାଆଙ୍କୁ ହତ୍ୟା କରିବାର ପ୍ରତିଶୋଧ ନେବା ପାଇଁ ପୁଅ ବିଷ୍ଣୁ ବର୍ମା (୨୨) ତାଙ୍କ ବାପା କ୍ରାନ୍ତି କୁମାର ବର୍ମା (୫୫ )ଙ୍କୁ ହତ୍ୟା କରିଥିବା ଜଣାଯାଇଛି। ମୃତକ ଜେଲରେ ଥିଲେ ଏବଂ ଡିସେମ୍ବର ୨୦୨୪ରେ ଦୋଷମୁକ୍ତ ହୋଇ ଘରକୁ ଫେରିଥିଥିଲେ। ଅଭିଯୁକ୍ତ କାରଣ ଦର୍ଶାଇଛି ଯେ ମୃତକ ମଧ୍ୟ ହିଂସାତ୍ମକ ଥିଲେ ଏବଂ ତାକୁ ଆକ୍ରମଣ କରୁଥିଲେ ଏବଂ ଗାଁର ମହିଳାଙ୍କୁ ବାରମ୍ବାର ହଇରାଣ କରୁଥିଲେ।
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/14/jhnL4XU5Vaos2Jj1GnuX.jpg)