ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଡୁଡୁକା ବନ୍ଧପାଲିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଅର ମୁଥ ମାଡ଼ରେ ମାଆ ମୃତ। ଘରୋଇ ବିବାଦକୁ ନେଇ ମାଆ ପୁଅଙ୍କ ମଧ୍ୟରେ ଝଗଡ଼ା ପରେ ଉତ୍ତ୍ୟକ୍ତ ହୋଇ ପୁଅ ମାଆକୁ ମୁଥ ମାରିଥିଲା। ଫଳରେ ତଳେ ପଡ଼ିଯାଇ ମାଆ ଗୁରୁତର ଆହତ ହୋଇଥିଲେ।
ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଡୁଡୁକା ବନ୍ଧପାଲିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଅର ମୁଥ ମାଡ଼ରେ ମାଆ ମୃତ। ଘରୋଇ ବିବାଦକୁ ନେଇ ମାଆ ପୁଅଙ୍କ ମଧ୍ୟରେ ଝଗଡ଼ା ପରେ ଉତ୍ତ୍ୟକ୍ତ ହୋଇ ପୁଅ ମାଆକୁ ମୁଥ ମାରିଥିଲା। ଫଳରେ ତଳେ ପଡ଼ିଯାଇ ମାଆ ଗୁରୁତର ଆହତ ହୋଇଥିଲେ। ହେମଗିରି ମେଡିକାଲ ନେଲା ପରେ ସେଠାରେ ମୃତ ଘୋଷଣା କଲେ ଡାକ୍ତର।
ହେମଗିରି ମେଡିକାଲ ନେଲା ପରେ ସେଠାରେ ମୃତ ଘୋଷଣା କଲେ ଡାକ୍ତର। ମାମଲା ରୁଜ୍ଜୁ କରି ପୁଲିସର ଛାନଭିନ ଜାରି ରହିଛି। ତେବେ ହତ୍ୟାକାରୀ ପୁଅ ଫେରାର ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/07/untitled-2025-09-07-12-54-46.png)