ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଧନାପାଳ ଗ୍ରାମରେ ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ। ବିଳମ୍ବିତ ରାତିରେ ନିର୍ମମ ଭାବେ ପିଟିପିଟି ନିଜର ବାପା-ମା' ଉଭୟଙ୍କୁ ମାରିଦେଲା। ମୃତକ ହେଲେ ହାଡିବନ୍ଧୁ ସାହୁ (୮୫) ଓ ତାଙ୍କ ପତ୍ନୀ ଶାନ୍ତିଲତା ସାହୁ।ଏବେବି ଘର ବାରଣ୍ଡାରେ ବେହୋସ ପଡ଼ିଛି ପୁଅ ହିମାଂଶୁ।
ବୈଶିଙ୍ଗା ଥାନା ଅଧୀନ ଧନାପାଳ ଗ୍ରାମରେ ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ। ବିଳମ୍ବିତ ରାତିରେ ନିର୍ମମ ଭାବେ ପିଟିପିଟି ନିଜର ବାପା-ମା' ଉଭୟଙ୍କୁ ମାରିଦେଲା। ମୃତକ ହେଲେ ହାଡିବନ୍ଧୁ ସାହୁ (୮୫) ଓ ତାଙ୍କ ପତ୍ନୀ ଶାନ୍ତିଲତା ସାହୁ। ଏବେବି ଘର ବାରଣ୍ଡାରେ ବେହୋସ ପଡ଼ିଛି ପୁଅ ହିମାଂଶୁ।
ତେବେ କାରଣ ଏଯାଏ ଅସ୍ପଷ୍ଟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/96HOQyfBoC6tfxFigTL6.jpeg)