ସୋର: ସୋର ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଆସନ୍ତା ୨୪ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାଯାଇଛି। ବିଜେପିର ପରାଜିତ ପ୍ରାର୍ଥୀ ପର୍ଶୁରାମ ଧଡ଼ା ସୋର ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲା ଦାୟର କରିଛନ୍ତି। ଏଣେ ଜବାବ ଦାଖଲ ପାଇଁ ସମୟ ଲୋଡ଼ିଛନ୍ତି ସୋର ବିଧାୟକ ମାଧବ ଧଡ଼ା।
ସୋର ବିଧାନସଭା ନିର୍ବାଚନ ଅନିୟମିତତା ମାମଲା: ଜବାବ ଦାଖଲ ଲାଗି ସମୟ ଲୋଡ଼ିଲେ ବିଧାୟକ
ସୋର ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଜବାବ ଦାଖଲ ପାଇଁ ସମୟ ଲୋଡ଼ିଛନ୍ତି ସୋର ବିଧାୟକ ମାଧବ ଧଡ଼ା।
/sambad/media/media_files/3Z2QJ8PUHCbfNGlZRcKs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)