ବାରିପଦା: ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଗଡ଼ଦେଉଳିଆ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଦ୍ରୁତଗାମୀ ମାଲବାହୀ ଟ୍ରକ୍ ଭୁଲ ରାସ୍ତାରେ ଆସି କାରକୁ ପିଟିଲା l ଘଟଣାସ୍ଥଳରେ କାର ଚାଳକଙ୍କ ପାଖରେ ବସିଥିବା ଗାୟତ୍ରୀ ଆଶ୍ରମର ପ୍ରବଚକ ଗଞ୍ଜାମ ଜିଲ୍ଲା ପୁସ୍ତପୁର ଗ୍ରାମର ଏମ ଭାଗିରଥୀ ଦୁରାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଚାଳକ ବୈଶିଙ୍ଗା ଗାୟତ୍ରୀ ଆଶ୍ରମ ମୁଖ୍ୟ ଯୋଗ ଗୁରୁ ହେମନ୍ତ ପଣ୍ଡା ଗୁରୁତର ହୋଇଛନ୍ତିl
ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମ ସାରି ବୈଶିଙ୍ଗା ଫେରୁଥିଲେ
ସେମାନେ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମ ସାରି ବୈଶିଙ୍ଗା ଫେରୁଥିଲେ l ଘଟଣା ସ୍ଥଳରେ ବୈଶିଙ୍ଗା ପୁଲିସ ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଉଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି l
ଅଧିକପଢ଼ନ୍ତୁ:୩ ବର୍ଷରେ ଅଭିଯୁକ୍ତ ଦ୍ବାରା ୨ ଜଘନ୍ୟ ହତ୍ୟାକାଣ୍ଡ, ପୁଲିସ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/25/awe-2026-01-25-15-21-20.jpeg)