ଭୁବନେଶ୍ବର: ନୂଆ ବିଜେଡି ଗଠନ ନେଇ ସଂକେତ ଦେଲେ ବରିଷ୍ଠ ରାଜ ନେତା ଅମର ଶତପଥୀ। ଗଢ଼ି ଉଠିବ ନୂଆ ବିଜେଡ଼ି । ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି। ବର୍ତ୍ତମାନର ବିଜେଡି ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି। ଏବେ ବିଜେଡିରେ ଯାହା ଘଟୁଛି, ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ଦଳ ନଚାଲିଲେ ଆଗକୁ ଆହୁରି ନେତା, କର୍ମୀ ଦୂରେଇ ଯିବେ।
ନୂଆ ବିଜେଡି ଗଠନ ନେଇ ସଂକେତ ଦେଲେ ବରିଷ୍ଠ ରାଜ ନେତା ଅମର ଶତପଥୀ। ଗଢ଼ି ଉଠିବ ନୂଆ ବିଜେଡ଼ି । ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି। ବର୍ତ୍ତମାନର ବିଜେଡି ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି। ଏବେ ବିଜେଡିରେ ଯାହା ଘଟୁଛି, ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ଦଳ ନଚାଲିଲେ ଆଗକୁ ଆହୁରି ନେତା, କର୍ମୀ ଦୂରେଇ ଯିବେ। ବିଜେଡିରେ କିଏ ହେବେ ଏକନାଥ ସିନ୍ଧେ, ପ୍ରଶ୍ନରେ ଅମର କହିଲେ, ବର୍ତ୍ତମାନ ସିଏ ଗୋପରେ ବଢୁଛି କି ମଥୁରାକୁ ଆସି ଗଲେଣି ସେକଥା କିଏ କହିବ। ଗତକାଲି ପୂର୍ବତନ ସାଂସଦ ତଥାଗତ ଶତପଥୀ ଏ ନେଇ ଇଙ୍ଗିତ ଦେଇଥିଲେ । ଆଜି ତଥାଗତଙ୍କ କଥାକୁ ସମର୍ଥନ କରିଛନ୍ତି ବରିଷ୍ଠ ନେତା ଅମର ଶତପଥୀ।
ବିଜେଡିରେ କିଏ ହେବେ ଏକନାଥ ସିନ୍ଧେ, ପ୍ରଶ୍ନରେ ଅମର କହିଲେ, ବର୍ତ୍ତମାନ ସିଏ ଗୋପରେ ବଢୁଛି କି ମଥୁରାକୁ ଆସି ଗଲେଣି ସେକଥା କିଏ କହିବ। ଗତକାଲି ପୂର୍ବତନ ସାଂସଦ ତଥାଗତ ଶତପଥୀ ଏ ନେଇ ଇଙ୍ଗିତ ଦେଇଥିଲେ । ଆଜି ତଥାଗତଙ୍କ କଥାକୁ ସମର୍ଥନ କରିଛନ୍ତି ବରିଷ୍ଠ ନେତା ଅମର ଶତପଥୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/09/10/untitled-2025-09-10-14-45-00.png)