ଭୁବନେଶ୍ବର: ୨୦୩୦ ସୁଦ୍ଧା ଶୂନ ହେବ ନୂଆ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା। ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏଣେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଏଡସ୍ ରୋଗୀ ଥିବା ନେଇ ସୂଚନା ଦେଇ ସେ କହିଛନ୍ତି, ଗଞ୍ଜାମରେ ସର୍ବାଧିକ ୨୦ ହଜାର ଏଡସ୍ ରୋଗୀ ରହିଛନ୍ତି । ସୋନପୁରରେ ସର୍ବନିମ୍ନ ୧୫୦ ରୋଗୀ ଅଛନ୍ତି ।
୨୦୩୦ ସୁଦ୍ଧା ଶୂନ ହେବ ନୂଆ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ୫୦ ହଜାର ସକ୍ରିୟ ଏଡସ୍ କେଶ ରହିଛି । ରାଜ୍ୟରେ ଆଉ ବିଶେଷ ରୋଗୀ ଚିହ୍ନଟ ହେଉନାହାନ୍ତି । ୨୦୩୦ ସୁଦ୍ଧା ଆଉ କେହି ଏଡସ୍ ରୋଗରେ ଆକ୍ରାନ୍ତ ନ ହୁଅନ୍ତି, ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିବ ସ୍ୱାସ୍ଥ୍ୟ ବିଭାଗ।
ସେ ଆହୁରି କହିଛନ୍ତି, ରାଜ୍ୟରେ ହ୍ରାସ ପାଉଛି ଏଡସ୍ ରୋଗୀଙ୍କ ସଂଖ୍ୟା। ୨୦୩୦ ସୁଦ୍ଧା ଶୂନ ହେବ ନୂଆ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ୫୦ ହଜାର ସକ୍ରିୟ ଏଡସ୍ କେଶ ରହିଛି । ରାଜ୍ୟରେ ଆଉ ବିଶେଷ ରୋଗୀ ଚିହ୍ନଟ ହେଉନାହାନ୍ତି । ୨୦୩୦ ସୁଦ୍ଧା ଆଉ କେହି ଏଡସ୍ ରୋଗରେ ଆକ୍ରାନ୍ତ ନ ହୁଅନ୍ତି, ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିବ ସ୍ୱାସ୍ଥ୍ୟ ବିଭାଗ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/01/S8e7klKrW0dHeBcnxSue.jpg)