ଭୁବନେଶ୍ବର: ଆଦିବାସୀଙ୍କ ଜମି କେହି ଦଖଲ କରିପାରିବେ ନାହିଁ ବୋଲି ବିଧାନସଭାରେ ରାଜସ୍ୱମନ୍ତ୍ରୀସୁରେଶପୂଜାରୀ ସୂଚନା ଦେଇଛନ୍ତି।ସେକହିଛନ୍ତି, ଏବେ ବି କଠୋର ଆଇନରହିଛି , ଆଇନସଂଶୋଧନରହିଛି। ଭୂସଂସ୍କାରଆଇନ୧୯୬୦ଅନୁସାରେଯଦିକେହିଆଦିବାସୀଜମିକିଣନ୍ତି, ତାକୁବେଆଇନଘୋଷଣାକରିଉଚ୍ଛେଦପ୍ରକ୍ରିୟାଜରିଆରେସମ୍ପୃକ୍ତଆଦିବାସୀଲୋକଙ୍କୁଜମିଫେରସ୍ତନିୟମରହିଛି।ଏହିଭଳି୬୫୪ମାମଲାବିଚାରାଧୀନଅଛି। ଯଦିକେହିଆଦିବାସୀଜମିଦଖଲକରିଛନ୍ତି, ତାକୁବିବେଆଇନଘୋଷଣାକରାଯିବ।ଏପରି୮୮୧ମାମଲାବିଚାରାଧୀନଅଛି। ସେହିପରିକେହିଅଣଆଦିବାସୀଯଦିଆଦିବାସୀଜମିକିଣନ୍ତି, ତାକୁବିବେଆଇନଘୋଷଣାକରିଆଦିବାସୀଙ୍କୁଫେରସ୍ତହେବ।ଏପରି୧୯୬୯୦ମାମଲାବିଚାରାଧୀନଅଛି, ବିଚାରକରିବାକ୍ଷମତାଜିଲ୍ଲାପାଳଙ୍କୁଦିଆଯାଇଛି ।ସେହିପରିଯଦିଚଞ୍ଚକତାକରିଯଦିଆଦିବାସୀଜମିନିଆଯାଇଥାଏ, ।ତାହାରଆବଶ୍ୟକତାକୁବିଚାରକରିବାକ୍ଷମତାଉପଜିଲ୍ଲପାଳଙ୍କୁଦିଆଯାଇଛି ଯଦିବିଚାରନହୁଏ, ଉପଜିଲ୍ଲପାଳଏହାକୁଅସିଦ୍ଧଘୋଷଣାକରିପାରବେ।
ସେ ଆହୁରି କହିଛନ୍ତି, ନୂଆଆରଆଣ୍ଡଆରପଲିସିଆସିବ।୨୦୦୬ଆରଆଣ୍ଡଆରସଂଶୋଧନକରି୨୦୨୫ରେନୂଆଆଧୁନିକଆରଆଣ୍ଡଆରପଲିସିଆଣିବାକୁସରକାରଯୋଜନାକରୁଛନ୍ତି। ଜମିବଦଳରେଜମିଦେବାନେଇସରକାରଯୋଜନାକରୁଛନ୍ତି।ଯଦିକୌଣସିପ୍ରକଳ୍ପପାଇଁଲୋକଙ୍କଜମିନିଆଯାଉଛିକ୍ଷତିପୂରଣପରିବର୍ତ୍ତେଅନ୍ୟତ୍ରକିଭଳିଜମିଦିଆଯାଇପାରିବସେନେଇବ୍ୟବସ୍ଥାକରାଯିବ।କନସିଭନୁହେଁଆମସରକାରଡେଲିଭରିକରିବ।
ବିଗତସରକାରସମୟରେକଣହୋଇଥିଲାତାହାଏବେପ୍ରସଙ୍ଗନୁହେଁ,ପ୍ରସଙ୍ଗଏବେଯେଉଁସରକାରସମୟରେଲୋକେପଟ୍ଟାପାଇଥାଆନ୍ତୁନାକାହିଁକିସେମାନଙ୍କୁଜମିଦେବାକୁସରକାରବ୍ୟବସ୍ଥାକରୁଛନ୍ତି।ବିଗତସରକାରସମୟରେଜମିପଟ୍ଟାସମୟରେଲିଫଲେଟଭଳିବ୍ୟବହାରକରାଯାଉଥିଲା।କିନ୍ତୁଲୋକବାରମ୍ବାରଦୌଡୁଥିଲେମଧ୍ୟତାହାମିଳୁନଥିଲା।କିନ୍ତୁଏବେସରକାରବଦଳିଛନ୍ତିଏବେଏହାଉପରେଗୁରୁତ୍ୱଦିଆଯି।ଏଥିସହଯେଉଁଲୋକଙ୍କଜମିହଡ଼ପହୋଇଥିବାକିନ୍ତୁତାଙ୍କପାଖରେଜମିପ୍ରମାଣପତ୍ରଥିବସେମାନଙ୍କୁନିଶ୍ଚିତଜମିମିଳିବ।
ଆଜିପ୍ରଶ୍ନକାଳରେଜାତିଜନଜାତିଙ୍କୁନେଇପ୍ରଶ୍ନକରିଛନ୍ତିବିଜେପିବିଧାୟକଭାସ୍କରମଢେଇ , ସେପ୍ରଶ୍ନରେକହିଛନ୍ତିଆଦିବାସୀଙ୍କଜମିହଡପକରାଯାଇଛି।ସେହିଜମିରେସରକାରୀଅନୁଷ୍ଠାନନିର୍ମାଣକରାଯାଇଛି ,କିନ୍ତୁଏଠିନାକାମକରୁଛିଆଇନହେଉଛିକୌଣସିସଂଶୋଧନ। ଏହାର ଉତ୍ତରରେ ମନ୍ତ୍ରୀ ସୁରେଶ ପୂଜାରୀ ଏଭଳି କହିଛନ୍ତି।