ଭୁବନେଶ୍ବର: ଓଡ଼ିଶାରେଆୟୁଷ୍ମାନଭାରତଯୋଜନାଲାଗୁହେବା ପରେ ପ୍ରଥମ ଥର ଲାଗି ଘରୋଇହସ୍ପିଟାଲମାନଙ୍କୁ କଡ଼ା ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ସେ କହିଛନ୍ତି। ଆୟୁଷ୍ମାନରେଅବହେଳାକଲେଦୃଢ଼କାର୍ଯ୍ୟାନୁଷ୍ଠାନନିଆଯିବ।ଆୟୁଷ୍ମାନଚିକିତ୍ସାରେକୌଣସିଅବହେଳାକୁବରଦାସ୍ତକରାଯିବନି।ସ୍ୱାସ୍ଥ୍ୟସେବାରେବଡ଼ଭୂମିକାଗ୍ରହଣକରିବଆୟୁଷ୍ମାନକାର୍ଡ।ଆୟୁଷ୍ମାନଯୋଜନାଦ୍ୱାରାଅନେକଗରିବମଧ୍ୟବିତ୍ତଲୋକଉପକୃତହେଲେ।ତେବେଏହିସେବାରୁଯେପରିକୌଣସିବିହିତାଧିକାରୀଯେପରିବାଦନପଡ଼ନ୍ତି, ଯେପରିକୌଣସିଅବହେଳାନ ହୁଏ ସେଥିପ୍ରତି ଧ୍ୟାନଦେବାକୁ କୁହାଯାଇଛି।ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହୁରିମଧ୍ୟକହିଛନ୍ତିକି, ଆୟୁଷ୍ମାନପ୍ୟାକେଜ୍ବଢାଇବାକୁଯୋଜନାଚାଲିଛି।ଆଗାମୀଦିନରେଯେପରିଲୋକଙ୍କୁଅଧିକସୁବିଧାମିଳିପାରିବ, ସେଦିଗରେଗୁରୁତ୍ୱଦିଆଯାଉଛି।

Advertisment

ସୂଚନାଯୋଗ୍ୟ, ଓଡ଼ିଶାରେଆୟୁଷ୍ମାନଭାରତଯୋଜନାଲାଗୁହେବା ପରଠାରୁରୋଗୀଚିକିତ୍ସାକୁନେଇଘରୋଇହସ୍ପିଟାଲମାନେବିଭିନ୍ନସମସ୍ୟାରସମ୍ମୁଖୀନହେଉଛନ୍ତି।ସଫ୍ଟୱେୟାର, ଅପରେସନାଲ୍ପ୍ୟାକେଜଦରବିରୋଧରେଘରୋଇହସ୍ପିଟାଲମାନେସ୍ବରଉଠାଇଥିଲେ।ଆଜିରାଜ୍ୟସରକାରଏହାଉପରେଘରୋଇହସ୍ପିଟାଲରପ୍ରତିନିଧିଙ୍କସହଆଲୋଚନାକରିଛନ୍ତି।ଯେଉଁକେତେଗୁଡ଼ିକରୋଗରଚିକିତ୍ସାରନେଇପ୍ୟାକେଜ୍ଦରକମ୍ରହିଛିତାହାରସମାଧାନକରିବାଲାଗିରାଜ୍ୟସରକାରରାଜିହୋଇଥିବାଘରୋଇହସ୍ପିଟାଲଙ୍କତରଫରୁସୂଚନାମିଳିଛି।

ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା ପରେ ପ୍ରଥମ ଥର ଲାଗି ଘରୋଇ ହସ୍ପିଟାଲମାନଙ୍କୁ କଡ଼ା ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ସେ କହିଛନ୍ତି। ଆୟୁଷ୍ମାନରେଅବହେଳାକଲେଦୃଢ଼କାର୍ଯ୍ୟାନୁଷ୍ଠାନନିଆଯିବ।ଆୟୁଷ୍ମାନଚିକିତ୍ସାରେକୌଣସିଅବହେଳାକୁବରଦାସ୍ତକରାଯିବନି।ସ୍ୱାସ୍ଥ୍ୟସେବାରେ ବଡ଼ ଭୂମିକା ଗ୍ରହଣ କରିବ ଆୟୁଷ୍ମାନ କାର୍ଡ। ଆୟୁଷ୍ମାନ ଯୋଜନା ଦ୍ୱାରା ଅନେକ ଗରିବ ଓ ମଧ୍ୟବିତ୍ତ ଲୋକ ଉପକୃତ ହେଲେ। ତେବେ ଏହି ସେବାରୁ ଯେପରି କୌଣସି ବି ହିତାଧିକାରୀ ଯେପରି ବାଦ ନପଡ଼ନ୍ତି, ଯେପରି କୌଣସି ଅବହେଳା ନ ହୁଏ ସେଥିପ୍ରତି ଧ୍ୟାନଦେବାକୁ କୁହାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହୁରିମଧ୍ୟକହିଛନ୍ତିକି, ଆୟୁଷ୍ମାନପ୍ୟାକେଜ୍ବଢାଇବାକୁଯୋଜନାଚାଲିଛି।ଆଗାମୀଦିନରେଯେପରିଲୋକଙ୍କୁଅଧିକସୁବିଧାମିଳିପାରିବ, ସେଦିଗରେଗୁରୁତ୍ୱଦିଆଯାଉଛି।

ରାଜ୍ୟସରକାରଙ୍କନିଜସ୍ବଗୋପବନ୍ଧୁଜନଆରୋଗ୍ୟଯୋଜନା(ଜିଜେଏୱାଇ) କେନ୍ଦ୍ରସରକାରଙ୍କଆୟୁଷ୍ମାନଭାରତମିଶ୍ରଣରେଓଡ଼ିଶାରେସ୍ବାସ୍ଥ୍ୟସେବାସୁବିଧାଦିଆଯାଉଛି।ଚଳିତମାସ୧୧ତାରିଖରୁଏହିଯୋଜନାରଶୁଭାରମ୍ଭହୋଇଥିବାବେଳେବିଭିନ୍ନସମସ୍ୟାପାଇଁଘରୋଇହସ୍ପିଟାଲରେରୋଗୀଚିକିତ୍ସାରେହ୍ରାସଦେଖିବାକୁମିଳିଥିଲା।ଏବେଯଦିଓଏଥିରେକିଛିଟାସୁଧାରଆସିଛିତଥାପିସଂପୂର୍ଣ୍ଣଭାବେସମସ୍ୟାରସମାଧାନହୋଇପାରିନାହିଁ।ବର୍ତ୍ତମାନଘରୋଇହସ୍ପିଟାଲରେଦୈନିକ୫ହଜାରରୋଗୀଆୟୁଷ୍ମାନଭାରତଯୋଜନାରେଚିକିତ୍ସାପାଉଥିବାସୂଚନାମିଳିଛି।

ରାଜ୍ୟସରକାର-ଘରୋଇହସ୍ପିଟାଲପ୍ରତିନିଧିଙ୍କଆଲୋଚନା

ଆଜିରାଜ୍ୟସ୍ବାସ୍ଥ୍ୟଆଶ୍ବାସନାସମିତି(ସାସ୍‌)ଅଧିକାରୀଙ୍କନିକଟରେଘରୋଇହସ୍ପିଟାଲରପ୍ରତିନିଧିସେମାନଙ୍କରହିଥିବାଦାବିଉପସ୍ଥାପନକରିଥିଲେ।ଦାବିଭିତରେରହିଛି, ପ୍ୟାକେଜଦରଅତିକମ୍ରେ୩୦% ବୃଦ୍ଧି, ପେସ୍ମେକର, ମେରୁଦଣ୍ଡଜନିତରୋଗପାଇଁରହିଥିବାଇମ୍ପ୍ଲାଣ୍ଟରଦରକୁବଢ଼ାଯାଉ।ଆୟୁଷ୍ମାନଭାରତସଫ୍ଟୱେୟାରଟିଅତ୍ୟନ୍ତଧିମା।ରୋଗୀସେବାଆବଶ୍ୟକସମୟରେଏହାସମସ୍ୟାସୃଷ୍ଟିକରୁଛି।ଆଇସିୟୁ-କ୍ରିଟିକାଲକେୟାରସମୟରେରୋଗୀଙ୍କଆଙ୍ଗୁଠିଛାପନେବାପାଇଁଯେଉଁପ୍ରାବଧାନରହିଛି, ତାହାବଦଳରେପରିବାରଲୋକଙ୍କଆଙ୍ଗୁଠିଛାପବ୍ୟବସ୍ଥାଆଦିଉପରେଘରୋଇହସ୍ପିଟାଲପକ୍ଷରୁସରକାରଙ୍କଦୃଷ୍ଟିଆକର୍ଷଣକରାଯାଇଛି।ଅଲ୍ଓଡ଼ିଶାଘରୋଇହସ୍ପିଟାଲଏଷ୍ଟାବ୍ଲିସମେଣ୍ଟଫୋରମ୍ସଂପାଦକଇନ୍ଦ୍ରମଣିଜେନାକହିଛନ୍ତି, ସଫ୍ଟୱେୟାରସମସ୍ୟାରସମାଧାନହୋଇଥିବାସରକାରକହିଛନ୍ତି।ତେବେପ୍ୟାକେଜ୍ଦରକୁନେଇଘରୋଇହସ୍ପିଟାଲମାନେଯେଉଁଚିନ୍ତାପ୍ରକଟକରିଥିଲେତାହାରସମାଧାନପାଇଁଆଉ-ଥରବୈଠକବସିବ।ଏସବୁରସମାଧାନକରାଯିବବୋଲିସାସ୍କର୍ତ୍ତୃପକ୍ଷରାଜିହୋଇଛନ୍ତି।