ଭୁବନେଶ୍ୱର:ଅଗଷ୍ଟ୯ ତାରିଖରେ ପଡ଼ୁଛି ଏଥର ରାଖିପୂର୍ଣ୍ଣିମା। ଏହି ଦିନସୁଭଦ୍ରାକିସ୍ତି ପ୍ରଦାନ କରାଯିବ। ୨ ଲକ୍ଷମହିଳାଙ୍କୁ ଏଥିରୁ ବାଦ୍ ଦିଆଯାଇଛି।ପ୍ରଥମକିସ୍ତିନେଲାପରେଆୟକରରିଟର୍ନ ଦେଇଛନ୍ତି, କିଏଗାଡ଼ିକିଣିଛନ୍ତି,ଏବଂ୫ କାହାରଏକରଜମିଥିବାକାରଣରୁସେମାନଙ୍କୁବାଦଦିଆଯାଇଛି | ଅଗଷ୍ଟ୯ ତାରିଖପରେସର୍ଭେହେବ।ଆଜି ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀପ୍ରଭାତୀପରିଡା|
ସେ କହିଛନ୍ତି,ତୃତୀୟକିସ୍ତିଅଗଷ୍ଟ୯ପରେଖୋଲିବସୁଭଦ୍ରା ପୋର୍ଟାଲ୍ |୨୧ ବର୍ଷହୋଇଥିଲେଯୁବତୀମହିଳାକରିପାରିବେଆବେଦନ| ବାଦପଡ଼ିଥିବା୨ଲକ୍ଷହିତାଧିକାରୀଙ୍କୁଯୋଡ଼ିବାପାଇଁଆଉଥରେହେବସର୍ଭେ | ୯୩ହଜାରହିତାଧିକାରୀମହିଳାଙ୍କୁ୬୦ ବର୍ଷପୁରିଥିବାରୁବିଭାଗସେମାନଙ୍କୁଭତ୍ତାପାଇଁଏସଏସଇପିଡିକୁପଠାଇଛି |
ଅଗଷ୍ଟ୯ପରେଖୋଲିବସୁଭଦ୍ରା ପୋର୍ଟାଲ୍ |୨୧ ବର୍ଷହୋଇଥିଲେଯୁବତୀମହିଳାକରିପାରିବେଆବେଦନ| ବାଦପଡ଼ିଥିବା୨ଲକ୍ଷହିତାଧିକାରୀଙ୍କୁଯୋଡ଼ିବାପାଇଁଆଉଥରେହେବସର୍ଭେ | ୯୩ହଜାରହିତାଧିକାରୀମହିଳାଙ୍କୁ୬୦ ବର୍ଷପୁରିଥିବାରୁବିଭାଗସେମାନଙ୍କୁଭତ୍ତାପାଇଁଏସଏସଇପିଡିକୁପଠାଇଛି |
ସୂଚନାଯୋଗ୍ୟ, କିଛି ଦିନ ତଳେଲୋକସେବାଭବନସମ୍ମିଳନୀକକ୍ଷରେସୁଭଦ୍ରାସୋସାଇଟିରଚତୁର୍ଥପରିଚାଳନାପରିଷଦବୈଠକଉନ୍ନୟନକମିସନର୍ ଅନୁଗର୍ଗଙ୍କଅଧ୍ୟକ୍ଷତାରେଅନୁଷ୍ଠିତହୋଇଥିଲା।ଆସନ୍ତାରାଖିପୂର୍ଣ୍ଣିମାଅର୍ଥାତ୍ ଅଗଷ୍ଟ୯ରେସୁଭଦ୍ରାତୃତୀୟକିସ୍ତିପ୍ରଦାନପ୍ରସ୍ତାବକୁଏହିବୈଠକରେଅନୁମୋଦନମିଳିଥିଲା।ସୁଭଦ୍ରାଯୋଜନାରଅଦ୍ୟାବଧିପ୍ରଶାସନିକଓଆନୁଷଙ୍ଗିକଖର୍ଚ୍ଚକୁମଧ୍ୟଏହିବୈଠକରେଅନୁମୋଦନକରାଯାଇଥିଲା। ‘ଓଡ଼ିଶାରଜିଲ୍ଲାଗୁଡ଼ିକରେସୁଭଦ୍ରାରପ୍ରଭାବ’ ବିଷୟଉପରେନୂଆଦିଲ୍ଲୀରଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ଆଡ୍ମିନିଷ୍ଟ୍ରେସନ୍ (ଆଇଆଇପିଏ) ଦ୍ୱାରାହେବାକୁଥିବାଅଧ୍ୟୟନରପ୍ରସ୍ତୁତିଓପ୍ରକ୍ରିୟାଉପରେଏହିଅବସରରେଉପସ୍ଥାପନାକରାଯାଇଥିଲା।