ଭୁବନେଶ୍ବର: ପୁଣି ଉଗ୍ର ହେଲା ବିଜେଡି କଳି। ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ କର୍ପୋରେଟର୍ ଅମରେଶ ଜେନାଙ୍କୁ ବାଦ୍ ଦିଆଯିବା ପରେ ଏନେଇ ତାଙ୍କ ସମର୍ଥକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ କର୍ପୋରେଟର୍ ଅମରେଶ ଜେନାଙ୍କୁ ବାଦ୍ ଦିଆଯିବା ପରେ ଏନେଇ ତାଙ୍କ ସମର୍ଥକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗତକାଲି ରାତିରେ ସେମାନେ ଖାରବେଳ ନଗରରେ ଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ବାସଭବନରେ ପହଞ୍ଚି ହୋହଲ୍ଲା କରିଥିଲେ। ଏଥିଲାଗି ସେମାନେ ସଞ୍ଜୟ ଦାସବର୍ମାଙ୍କୁ ଦାୟୀ କରିଥିଲେ।
ଗତକାଲି ରାତିରେ ସେମାନେ ଖାରବେଳ ନଗରରେ ଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ବାସଭବନରେ ପହଞ୍ଚି ହୋହଲ୍ଲା କରିଥିଲେ। ଏଥିଲାଗି ସେମାନେ ସଞ୍ଜୟ ଦାସବର୍ମାଙ୍କୁ ଦାୟୀ କରିଥିଲେ।
bjd
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/22/4it4q9gBNcfDGfR3hhIB.jpg)