ଯୋଡ଼ା: ଯୋଡ଼ା ଟାଟା ଷ୍ଟିଲ ହସ୍ପିଟାଲରେ ମହିଳା ରୋଗୀଙ୍କ ସନ୍ଦେହଜନକ ମୣତ୍ୟୁ ଅଭିଯୋଗ। ମୃତk ହେଉଛନ୍ତୁ ଯୋଡ଼ାସ୍ଥିତ ଉଲି ହଟିଂ ଅଞ୍ଚଳର ବାଲମା ମୁଣ୍ଡା (୪୨)।
ଯୋଡ଼ା ଟାଟା ଷ୍ଟିଲ ହସ୍ପିଟାଲରେ ମହିଳା ରୋଗୀଙ୍କ ସନ୍ଦେହଜନକ ମୣତ୍ୟୁ ଅଭିଯୋଗ। ମୃତk ହେଉଛନ୍ତୁ ଯୋଡ଼ାସ୍ଥିତ ଉଲି ହଟିଂ ଅଞ୍ଚଳର ବାଲମା ମୁଣ୍ଡା (୪୨)। ମୃତାଙ୍କ ଗୋଡ଼ରେ ସଂକ୍ରମଣଜନିତ ସମସ୍ୟା ଯୋଗୁଁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତ ବିଳମ୍ବିତ ରାତିରେ ତାଙ୍କର ମୣତ୍ୟୁ ହେଇଛି। ଶରୀରରେ କ୍ଷତ ଚିହ୍ନ ଥିବାରୁ ମୣତ୍ୟୁକୁ ନେଇ ସନ୍ଦେହ ସୣଷ୍ଟି ହେଇଛି।
ମୃତାଙ୍କ ଗୋଡ଼ରେ ସଂକ୍ରମଣଜନିତ ସମସ୍ୟା ଯୋଗୁଁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତ ବିଳମ୍ବିତ ରାତିରେ ତାଙ୍କର ମୣତ୍ୟୁ ହେଇଛି। ଶରୀରରେ କ୍ଷତ ଚିହ୍ନ ଥିବାରୁ ମୣତ୍ୟୁକୁ ନେଇ ସନ୍ଦେହ ସୣଷ୍ଟି ହେଇଛି । ଘଟଣା ପ୍ରକଟ ହେବାପରେ ଟାଟା ଷ୍ଟିଲ ହସ୍ପିଟାଲରେ ଯୋଡ଼ା ପୁଲିସ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)