ଭୁବନେଶ୍ବର: ରାଜ୍ୟ ସରକାର ଓଡ଼ିଆ ଅସ୍ମିତାକୁ ପ୍ରାଧାନ୍ୟ ଦେଇଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶୀ ନୃତ୍ୟପାଇଁ ସ୍ୱତନ୍ତ୍ର ଅନୁମୋଦନ ଦିଆଯାଇଛି। ଓଡ଼ିଶାରେ ଓଡ଼ିଆ ଅସ୍ମିତା ପାଇଁ ସରକାରଙ୍କ ପଦକ୍ଷେପ ନେଇଛନ୍ତି। ଓଡିଶୀ ନୃତ୍ୟ ତାଲିମ ନେବେ ଯୁବ ନୃତ୍ୟଶିଳ୍ପୀ। ବିଭିନ୍ନ ଜିଲ୍ଲାରେ ଏହି ନୃତ୍ୟଶିଳ୍ପୀଙ୍କୁ ଖୋଜି ନୃତ୍ୟ ଶିଖାଇବେ ସ୍ଥାନୀୟ ନୃତ୍ୟଗୁରୁ। ଶ୍ରେଷ୍ଠ ନୃତ୍ୟଶିଳ୍ପୀମାନଙ୍କୁ ମିଳିବ ସୁଯୋଗ। ଏଥିପାଇଁ ସଂସ୍କୃତି ବିଭାଗ ପକ୍ଷରୁ ବିଶେଷଜ୍ଞ କମିଟି ଗଠନ ହୋଇଛି ।
ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶୀ ନୃତ୍ୟପାଇଁ ସ୍ୱତନ୍ତ୍ର ଅନୁମୋଦନ
ରାଜ୍ୟ ସରକାର ଓଡ଼ିଆ ଅସ୍ମିତାକୁ ପ୍ରାଧାନ୍ୟ ଦେଇଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶୀ ନୃତ୍ୟପାଇଁ ସ୍ୱତନ୍ତ୍ର ଅନୁମୋଦନ ଦିଆଯାଇଛି। ଓଡ଼ିଶାରେ ଓଡ଼ିଆ ଅସ୍ମିତା ପାଇଁ ସରକାରଙ୍କ ପଦକ୍ଷେପ ନେଇଛନ୍ତି। ଓଡିଶୀ ନୃତ୍ୟ ତାଲିମ ନେବେ ଯୁବ ନୃତ୍ୟଶିଳ୍ପୀ।
/sambad/media/media_files/hXlKO4LQx8CvuIxzuQ1d.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)