ବାରଙ୍ଗ: ନନ୍ଦନକାନନରେ ଚିକିତ୍ସାଧୀନ ଅବସ୍ଥାରେ ଏକ ୬ ବର୍ଷର ଦନ୍ତା ହାତୀର ମୃତ୍ୟୁ ହୋଇଥିବର ସୂଚନା ରହିଛି। ଉକ୍ତ ହାତୀଟିକୁ ଗତ ୬ ତାରିଖରେ କରଞ୍ଜିଆରୁ ଉଦ୍ଧାର କରାଯାଇଥିଲା। ପଥର ଖାଦାନରେ ପଡ଼ି ଯିବାରୁ ତାର ଅଣ୍ଟାରେ ଆଘାତ ଲାଗି ପକ୍ଷଘାତ ହେଇଥିଲା।
ପଥର ଖାଦାନରେ ପଡ଼ି ଯିବାରୁ ତାର ଅଣ୍ଟାରେ ଆଘାତ ଲାଗି ପକ୍ଷଘାତ ହେଇଥିଲା। ଏହାପରେ ତାକୁ ଉଦ୍ଧାର କରାଯାଇ ନନ୍ଦନକାନନରେ ତାର ଚିକିତ୍ସା କରାଯାଉଥିଲା। କିନ୍ତୁ ତାର ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟୁନଥିଲା। ହେଲେ ଆଜି ସକାଳେ ହାତୀଟି ଆଖି ବୁଜିଛି।
ଏହାପରେ ତାକୁ ଉଦ୍ଧାର କରାଯାଇ ନନ୍ଦନକାନନରେ ତାର ଚିକିତ୍ସା କରାଯାଉଥିଲା। କିନ୍ତୁ ତାର ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟୁନଥିଲା। ହେଲେ ଆଜି ସକାଳେ ହାତୀଟି ଆଖି ବୁଜିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/WgTML8cMLPTqYCXj2ZEj.jpeg)