ପୁରୀ: ବୁଧବାରଜ୍ୟେଷ୍ଠଶୁକ୍ଳଦ୍ବିତୀୟାତିଥିରେଶ୍ରୀବିଗ୍ରହଙ୍କବନକଲାଗିନୀତିଅନୁଷ୍ଠିତହେବ।ଦତ୍ତମହାପାତ୍ରସେବକମାନେଶ୍ରୀବିଗ୍ରହଶୃଙ୍ଗାରକରିବେ।ଦ୍ବିତୀୟଭୋଗମଣ୍ଡପପରେଏହିନୀତିଆରମ୍ଭହେବ।ଏଥିପାଇଁ୪ଘଣ୍ଟାସର୍ବସାଧାରଣଦର୍ଶନବନ୍ଦରହିବବୋଲିଶ୍ରୀମନ୍ଦିରପ୍ରଶାସନସୂଚନାଦେଇଛି।
ବୁଧବାରଦ୍ୱିତୀୟଭୋଗମଣ୍ଡପଭୋଗଶେଷହେବାପରେ ସନ୍ଧ୍ୟା୭ଟାରୁବନକଲାଗିନୀତିଆରମ୍ଭହେବାସହସର୍ବସାଧାରଣବନ୍ଦରହିବ ସନ୍ଧ୍ୟା୭ଟାରୁରାତି୧୧ଟାପର୍ଯ୍ୟନ୍ତବନକଲାଗିନୀତିଅନୁଷ୍ଠିତହେବ।ରାତି୧୧ଟାପରେସର୍ବସାଧାରଣଦର୍ଶନସ୍ବାଭାବିକହେବବୋଲିଶ୍ରୀମନ୍ଦିରପ୍ରଶାସନକହିଛି।

puri jagannath temple
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/28/1kopdTqw6Zd3kvmQwsmP.jpg)