ପୁରୀ: ଆସନ୍ତାକାଲିଶ୍ରୀମନ୍ଦିରରେପଇତାଲାଗିନୀତିଅନୁଷ୍ଠିତହେଉଥିବାହେତୁମହାପ୍ରଭୁଙ୍କସର୍ବସାଧାରଣଦର୍ଶନ୪ଘଣ୍ଟାବନ୍ଦରହିବ।ଶ୍ରୀଜିଉଙ୍କପଇତାଲାଗିନୀତିପାଇଁ ସନ୍ଧ୍ୟା୫ରୁରାତି୯ଟାପର୍ଯ୍ୟନ୍ତ୪ଘଣ୍ଟାପାଇଁମହାପ୍ରଭୁଙ୍କସର୍ବସାଧାରଣଦର୍ଶନବନ୍ଦରହିବ।
ନୀତିସଂପନ୍ନହେବାପରେଶ୍ରଦ୍ଧାଳୁଦର୍ଶନକରିପାରିବେ।ଏନେଇଶ୍ରୀମନ୍ଦିରପ୍ରଶାସନପକ୍ଷରୁସୂଚନାଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/24/H3vMna6dphPII3DMoAxv.jpg)