ରାୟଗଡ଼ା: ରାୟଗଡ଼ା ସଦର ବ୍ଲକ ଗୁମ୍ମା ଘାଟିରେ ଦୁର୍ଘଟଣା ଯୋଗୁଁ ରାୟଗଡ଼ା କୋରାପୁଟ ଜାତୀୟ ରାଜପଥ ଅବରୋଧ ହୋଇ ଯାତାୟତ ଠପ ହୋଇ ଯାଇଥିବା ଜଣାପଡିଛି I ଆଜି ସକାଳୁ ଗୁମ୍ମା ଘାଟିର ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ଟ୍ରେଲର ଓଲଟି ପଡିବା ଯୋଗୁଁ ଜାତୀୟ ରାଜପଥ ରାସ୍ତା ଜାମ ହୋଇ ଯାଇଥିଲା I

Advertisment

ରାୟଗଡ଼ା ସଦର ବ୍ଲକ ଗୁମ୍ମା ଘାଟିରେ ଦୁର୍ଘଟଣା ଯୋଗୁଁ ରାୟଗଡ଼ା କୋରାପୁଟ ଜାତୀୟ ରାଜପଥ ଅବରୋଧ ହୋଇ ଯାତାୟତ ଠପ ହୋଇ ଯାଇଥିବା ଜଣାପଡିଛିI ଆଜି ସକାଳୁ ଗୁମ୍ମା ଘାଟିର ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ଟ୍ରେଲର ଓଲଟି ପଡିବା ଯୋଗୁଁ ଜାତୀୟ ରାଜପଥ ରାସ୍ତା ଜାମ ହୋଇ ଯାଇଥିଲା I ଏହି ଦୁର୍ଘଟଣା ଫଳରେ ରାୟଗଡ଼ା ଠାରୁ କୋରାପୁଟ, କାଶୀପୁର ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି I ଘଟଣା ସ୍ଥଳରେ ରାୟଗଡ଼ା ପୁଲିସ ପହଞ୍ଚି ଯାତାୟତ ସାମାନ୍ୟ କରିବା ପାଇଁ ଉଦ୍ୟମ ଜାରି ରଖିଛି I

ଏହି ଦୁର୍ଘଟଣା ଫଳରେ ରାୟଗଡ଼ା ଠାରୁ କୋରାପୁଟ, କାଶୀପୁର ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି I ଘଟଣା ସ୍ଥଳରେ ରାୟଗଡ଼ା ପୁଲିସ ପହଞ୍ଚି ଯାତାୟତ ସାମାନ୍ୟ କରିବା ପାଇଁ ଉଦ୍ୟମ ଜାରି ରଖିଛି I