ଘୁ.ଉଦୟଗିରି: ଛତିଶଗଡ଼ର ରାଜଧାନୀ ରାୟପୁରରୁ ପରିବା ବୋଝେଇ କରି ବ୍ରହ୍ମପୁର ଅଭିମୁଖେ ଯାଉଥିବା ଓଆର୦୭ଏପି ୯୭୭୯ ନମ୍ବର ବିଶିଷ୍ଟ ଏକ ଆଇଚର ଟ୍ରକ ଆଜି ଭୋର ସମୟରେ କଳିଙ୍ଗା ଘାଟିର ଅନ୍ଧାର କୋଟ ମନ୍ଦିର ଠାରୁ ଏକ କିମି ଦୂର ଏକ ବୁଲାଣିରେ ଭାରସାମ୍ୟ ହରେଇ ରାସ୍ତା ପାର୍ଶ୍ଵରେ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି।
/sambad/media/media_files/2025/03/02/img-20250302-wa0290-254996.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/03/02/img-20250302-wa0291-703448.jpg)