ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଆଇଟିବିପି ଯବାନ ସାଧାରଣତନ୍ତ୍ର ଦିବସ ପୂର୍ବରୁ ନକ୍ସଲଙ୍କ ଏକ ବଡ ଅଘଟଣକୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି। ଜିଲ୍ଲାର କୋହକାମେଟା ଥାନା ଅଂଚଳର ଅକପାଡ ଗ୍ରାମ ନିକଟସ୍ଥ ଜଂଗଲରେ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଦୁଇଟି ପ୍ରେସର କୁକର ବୋମା ଖଞ୍ଜିଥିଲେ। ତୁରନ୍ତ ଯବାନ ବୋମାକୁ ଉଦ୍ଧାର କରିଥିଲେ। ପରେ ବୋମା ନିଷ୍କ୍ରିୟ ଦଳକୁ ଡକାଯାଇ ଦୁଇଟି ବୋମାକୁ ନିଷ୍କ୍ରିୟ କରାଯାଇଥିଲା।
ସାଧାରଣତନ୍ତ୍ର ଦିବସ ପୂର୍ବରୁ ୨ଟି ବୋମାକୁ ନିଷ୍କ୍ରିୟ କଲା ଯବାନ
ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଆଇଟିବିପି ଯବାନ ସାଧାରଣତନ୍ତ୍ର ଦିବସ ପୂର୍ବରୁ ନକ୍ସଲଙ୍କ ଏକ ବଡ ଅଘଟଣକୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି। ଜିଲ୍ଲାର କୋହକାମେଟା ଥାନା ଅଂଚଳର ଅକପାଡ ଗ୍ରାମ ନିକଟସ୍ଥ ଜଂଗଲରେ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଦୁଇଟି ପ୍ରେସର କୁକର ବୋମା ଖଞ୍ଜିଥିଲେ।
/sambad/media/media_files/2025/01/25/sPDbWH51CUzNyBztRfK3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)