ମାଲକାନଗିରି: ବଜ୍ରାଘାତରେ ଶୁକ୍ରବାର ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଛତିଶଗଡର ଦାନ୍ତେଓ୍ବାଡା ଜିଲ୍ଲାରେ ଏହି ଅପ୍ରୀତିକର ଘଟଣା ଘଟିଛି। ବାରାସୁଲ ନକ୍ସଲ ବିରୋଧି ତାଲିମ କେନ୍ଦ୍ରରେ ବଜ୍ରାଘାତ ହେବାରୁ ସିଆରପିଏଫ୍ ୧୧୧ ବାଟାଲିୟନର ୨ ଯବାନଙ୍କ ମୃତ୍ୟୁ ହୋଇଛି। ଦନ୍ତେଓ୍ବାଡା ଜିଲ୍ଲା ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର। ମୃତକମାନେ ହେଲେ କନେଷ୍ଟବଳ ମହେନ୍ଦ୍ର କୁମାର ଓ ଏସ ସାହୁଅଟ ଆଲମ। ମହେନ୍ଦ୍ର କୁମାରଙ୍କ ଘର ଉତ୍ତର ପ୍ରଦେଶ ପ୍ରୟାଗରାଜ। ଝାରଖଣ୍ଡ ସାହିବଗଂଜ ନିବାସୀ ହେଉଛନ୍ତି ଏସ୍ଏସ୍ ଆଲମ।
ବଜ୍ରାଘାତରେ ସିଆରପିଏଫ୍ର ୨ ଜଣ ଯବାନଙ୍କ ମୃତ୍ୟୁ
ବଜ୍ରାଘାତରେ ଶୁକ୍ରବାର ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଛତିଶଗଡର ଦାନ୍ତେଓ୍ବାଡା ଜିଲ୍ଲାରେ ଏହି ଅପ୍ରୀତିକର ଘଟଣା ଘଟିଛି। ବାରାସୁଲ ନକ୍ସଲ ବିରୋଧି ତାଲିମ କେନ୍ଦ୍ରରେ ବଜ୍ରାଘାତ ହେବାରୁ ସିଆରପିଏଫ୍ ୧୧୧ ବାଟାଲିୟନର ୨ ଯବାନଙ୍କ ମୃତ୍ୟୁ ହୋଇଛି।
/sambad/media/post_attachments/wp-content/uploads/2022/06/lightning1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)