ବାରିପଦା: ସୁବର୍ଣ୍ଣରେଖା କେନାଲରେ ବୁଡ଼ି ଯାଇଥିବା ୪ ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ହେଲେଏବେ ବି ଅନ୍ୟ ଦୁଇ ଛାତ୍ର ନିଖୋଜ ଅଛନ୍ତି। ଦୁଇ ନିଖୋଜ ଛାତ୍ର ହେଲେ ସାରସକଣାର ତନ୍ମୟ କୁମାର ଏବଂ ରସଗୋଵିନ୍ଦପୁରର ସତ୍ୟବ୍ରତ ସାହୁଙ୍କ ପୁଅ ଦିବ୍ୟଜ୍ୟୋତି ସାହୁ। ଗଣେଶ ଭସାଣୀ ବେଳେ ଏଭଳି ଅଘଟଣଘଟିଥିବା ଜଣାଯାଇଛି।
ସୁବର୍ଣ୍ଣରେଖା କେନାଲରେ ବୁଡ଼ିଗଲେ ୪ ଛାତ୍ର: ୨ ଉଦ୍ଧାର, ଦୁଇ ନିଖୋଜ
ସୁବର୍ଣ୍ଣରେଖା କେନାଲରେ ବୁଡ଼ି ଯାଇଥିବା ୪ ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ହେଲେ ଏବେ ବି ଅନ୍ୟ ଦୁଇ ଛାତ୍ର ନିଖୋଜ ଅଛନ୍ତି।
/sambad/media/media_files/oSJPOHvJWcwzbSxtgxgb.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)