ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୪୯ର ଗିଦଘରା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜଣେ ଅପରିଚତ ମହିଳାଙ୍କ ଉପରେ ଅଜଣା ଗାଡ଼ି ଚଢ଼ିଯିବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ସକାଳ ୭ ଟାରେ ଘଟିଛି।
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୪୯ର ଗିଦଘରା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜଣେ ଅପରିଚତ ମହିଳାଙ୍କ ଉପରେ ଅଜଣା ଗାଡ଼ି ଚଢ଼ିଯିବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ସକାଳ ୭ ଟାରେ ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳି ନଥିବାବେଳେ ରାମପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ଦୁର୍ଘଟଣା ଘଟଇଥିବା ଭାରୀଯାନ ଫେରାର ହୋଇଥିବା ସୂଚନା ମିଳିଛିl
ମୃତ ମହିଳାଙ୍କ ପରିଚୟ ମିଳି ନଥିବାବେଳେ ରାମପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ଦୁର୍ଘଟଣା ଘଟଇଥିବା ଭାରୀଯାନ ଫେରାର ହୋଇଥିବା ସୂଚନା ମିଳିଛିl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/01/ew-2025-09-01-14-06-40.jpg)