ଭୁବନେଶ୍ବର: ରାଜଧାନୀରେ ଷ୍ଟୋନ୍ ମ୍ୟାନ ଆତଙ୍କ। ଅଜଣା ଯୁବକଙ୍କୁ ପଥରରେ ଛେଚି ହତ୍ୟା। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ। ଘଟଣା ସ୍ଥାଳରେ କମିସନରେଟ ପୁଲିସର ଟିମ୍ ପହଞ୍ଚି ତନାଘନା କରୁଛି। ଯୁବକଙ୍କ ପରିଚୟ ମିଳିନଥିବା ବେଳେ ବୟସ ପାଖାପାଖି ୨୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ଅଜଣା ଯୁବକଙ୍କୁ ପଥରରେ ଛେଚି ହତ୍ୟା। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ। ଘଟଣା ସ୍ଥାଳରେ କମିସନରେଟ ପୁଲିସର ଟିମ୍ ପହଞ୍ଚି ତନାଘନା କରୁଛି। ଯୁବକଙ୍କ ପରିଚୟ ମିଳିନଥିବା ବେଳେ ବୟସ ପାଖାପାଖି ୨୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ଏହି ଘଟଣାରେ କିଏ ଓ କାହିଁକି ଏପରି ହତ୍ୟାକାଣ୍ତ କରିଛି ସେ ନେଇ ଅଧିକ ତଦନ୍ତ ଚଳାଇଛି ପୁଲିସ୍।