ଝାରସୁଗୁଡ଼ା: ବେଲପାହାଡ଼ ପୌରପରିଷଦରେ ପଶିଲା ଭିଜିଲାନ୍ସ। ଆଜି ଝାରସୁଗୁଡ଼ା ଭିଜିଲାନ୍ସ ଡିଏସପି କଳାବତି ବାଗଙ୍କ ନେତୃତ୍ବରେ ୪ଜଣିଆ ଟିମ୍ ଦୁର୍ନୀତିର ତଦନ୍ତ ଆରମ୍ଭ କରିଛନ୍ତି।
୨୦୧୬ରୁ ୨୦୨୩ ଅବଧି ମଧ୍ୟରେ ଭିନ୍ନ କାର୍ଯ୍ୟ ପାଇଁ ଏନ୍ଏମ୍ଆର୍ ଓ ଡିଏଲ୍ଆରେ ନିଯୁକ୍ତ ଏହି ୩ କର୍ମଚାରୀଙ୍କୁ ସୁପ୍ରିମ୍ ପାୱାର ପ୍ରଦାନ କରାଯାଇଥିଲା। ଏପରିକି ଏଟିଏସ୍ ଭାବେ ନିଯୁକ୍ତ କର୍ମଚାରୀ କେତେବେଳେ ଆମ୍ବୁଲାନ୍ସ ଚାଳକ ତ କେତେବେଳେ ପିଅନ ଭୂମିକାରେ ମଧ୍ୟ ରହିଛନ୍ତି। ଏହି ୩ ଜଣ କର୍ମଚାରୀଙ୍କ ଢାଲ କରି ସେହି ସମୟରେ ମନଇଚ୍ଛା ଟଙ୍କା ଉଠାଣ ହୋଇଥିବା ଜଣାପଡ଼ିଛି। ୩ ଜଣଙ୍କ ମଧ୍ୟରୁ ଜଣେ କର୍ମଚାରୀଙ୍କ ନାଁରେ ୧୮ ଲକ୍ଷ, ଜଣଙ୍କ ନାଁରେ ସାଢ଼େ ୩ ଲକ୍ଷ ଟଙ୍କା ଓ ଅନ୍ୟ ଜଣେ କର୍ମଚାରୀଙ୍କ ନାମରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଅଗ୍ରୀମ ଉଠାଣ ହୋଇଛି। କର୍ମଚାରୀଙ୍କ ନାମରେ ଅଗ୍ରୀମ ପ୍ରଦାନ କରାଯିବାର ସ୍ବତନ୍ତ୍ର ନିୟମ ରହିଥିବା ବେଳେ କେଉଁ ପରିସ୍ଥିତିରେ ୧୦ରୁ ୧୫ ହଜାର ଟଙ୍କାର ଦରମା ପାଉଥିବା ଏହି କର୍ମଚାରୀଙ୍କୁ କିଭଳି ଭାବେ ଲକ୍ଷ ଲକ୍ଷ ଟଙ୍କାର ଅଗ୍ରୀମ ଦିଆଗଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତମାମ୍ ଘଟଣା ସାମ୍ନାକୁ ଆସିବା ପରେ ମ୍ୟୁନିସିପାଲଟିରେ କର୍ମଚାରୀଙ୍କ ଚଉକି ବଦଳି କରାଯାଇଥିବା ବେଳେ ଅଫିସ୍ କାର୍ଯ୍ୟର ସୁପରିଚାଳନା ନେଇ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରୁ ୨ଟି ଚିଠି ମଧ୍ୟ ହୋଇଛି। ସେପଟେ, ମ୍ୟୁନିସିପାଲଟିର ଦୟାନିଧି ଖମାରୀ, ଗୁରୁଦେବ ପ୍ରଧାନ ଓ ମହେଶ ବିଶ୍ବାଳ ଲୋକଙ୍କ ଟଙ୍କା ଆତ୍ମସାତ୍ କରିଥିବା ନେଇ ମ୍ୟୁନିସିପାଲଟିର ଉପାଧ୍ୟକ୍ଷା ରୀନା ସୁନା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।
ସୂଚନାଯୋଗ୍ୟ,ସ୍ବତନ୍ତ୍ରଅଡିଟ୍ ପରେବେଲପାହାଡ଼ମ୍ୟୁନିସିପାଲଟିରେହୋଇଥିବା କୋଟିକୋଟିଟଙ୍କାରଦୁର୍ନୀତିସାମ୍ନାକୁଆସିଛି। ହେରଫେର୍ କରିଥିବାଅଧିକାରୀଙ୍କଠାରୁଟଙ୍କାରିକଭରିକରିବାପାଇଁସରକାରୀନିର୍ଦ୍ଦେଶଆସିବାପରେଏହିଘଟଣାକୁନେଇଏବେମ୍ୟୁନିସିପାଲଟିରେତମ୍ଭିତୋଫାନହୋଇଛି।ବିଶେଷକରିକରୋନାମହାମାରୀସମୟରେମ୍ୟୁନିସିପାଲଟିରେଦିନିକିଆପାରିଶ୍ରମିକରେକାମକରୁଥିବା୩ଜଣକର୍ମଚାରୀହିଁପ୍ରାୟ୭୨ଲକ୍ଷଟଙ୍କାରୁଅଗ୍ରୀମଉଠାଇନେଇଥିବାବେଳେସେବାବଦକୌଣସିବିଲ୍ ଦାଖଲକରିନାହାନ୍ତିକିଉକ୍ତଅଗ୍ରୀମଟଙ୍କାଭରଣାମଧ୍ୟକରିନାହାନ୍ତି।ଯାହାସ୍ବତନ୍ତ୍ରଅଡିଟ୍ ସମୟରେଧରାପଡ଼ିଛି।
ବିଶ୍ବସ୍ତସୂତ୍ରରୁମିଳିଥିବାସୂଚନାଅନୁସାରେ, ୨୦୧୬ରୁ୨୦୨୩ଅବଧିମଧ୍ୟରେଭିନ୍ନକାର୍ଯ୍ୟପାଇଁଏନ୍ଏମ୍ଆର୍ ଓଡିଏଲ୍ଆରେନିଯୁକ୍ତଏହି୩କର୍ମଚାରୀଙ୍କୁସୁପ୍ରିମ୍ ପାୱାରପ୍ରଦାନକରାଯାଇଥିଲା।ଏପରିକିଏଟିଏସ୍ ଭାବେନିଯୁକ୍ତକର୍ମଚାରୀକେତେବେଳେଆମ୍ବୁଲାନ୍ସଚାଳକତକେତେବେଳେପିଅନଭୂମିକାରେମଧ୍ୟରହିଛନ୍ତି।ଏହି୩ଜଣକର୍ମଚାରୀଙ୍କଢାଲକରିସେହିସମୟରେମନଇଚ୍ଛାଟଙ୍କାଉଠାଣହୋଇଥିବାଜଣାପଡ଼ିଛି।୩ଜଣଙ୍କମଧ୍ୟରୁଜଣେକର୍ମଚାରୀଙ୍କନାଁରେ୧୮ଲକ୍ଷ, ଜଣଙ୍କନାଁରେସାଢ଼େ୩ଲକ୍ଷଟଙ୍କାଓଅନ୍ୟଜଣେକର୍ମଚାରୀଙ୍କନାମରେ୫୦ଲକ୍ଷରୁଅଧିକଟଙ୍କାରଅଗ୍ରୀମଉଠାଣହୋଇଛି।କର୍ମଚାରୀଙ୍କନାମରେଅଗ୍ରୀମପ୍ରଦାନକରାଯିବାରସ୍ବତନ୍ତ୍ରନିୟମରହିଥିବାବେଳେକେଉଁପରିସ୍ଥିତିରେ୧୦ରୁ୧୫ହଜାରଟଙ୍କାରଦରମାପାଉଥିବାଏହିକର୍ମଚାରୀଙ୍କୁକିଭଳିଭାବେଲକ୍ଷଲକ୍ଷଟଙ୍କାରଅଗ୍ରୀମଦିଆଗଲାତାକୁନେଇଏବେପ୍ରଶ୍ନବାଚୀସୃଷ୍ଟିହୋଇଛି।ତମାମ୍ ଘଟଣାସାମ୍ନାକୁଆସିବାପରେମ୍ୟୁନିସିପାଲଟିରେକର୍ମଚାରୀଙ୍କଚଉକିବଦଳିକରାଯାଇଥିବାବେଳେଅଫିସ୍ କାର୍ଯ୍ୟରସୁପରିଚାଳନାନେଇନିର୍ବାହୀଅଧିକାରୀଙ୍କକାର୍ଯ୍ୟାଳୟରୁ୨ଟିଚିଠିମଧ୍ୟହୋଇଛି।ସେପଟେ, ମ୍ୟୁନିସିପାଲଟିରଦୟାନିଧିଖମାରୀ, ଗୁରୁଦେବପ୍ରଧାନଓମହେଶବିଶ୍ବାଳଲୋକଙ୍କଟଙ୍କାଆତ୍ମସାତ୍ କରିଥିବାନେଇମ୍ୟୁନିସିପାଲଟିରଉପାଧ୍ୟକ୍ଷାରୀନାସୁନାଜିଲ୍ଲାପାଳଙ୍କନିକଟରେଅଭିଯୋଗକରିଥିଲେ।