ଯାଜପୁର: ଲାଞ୍ଚ ନେଇ ଧରାପଡ଼ିଲେ ବ୍ୟାସନଗର ତହସିଲର ଏସଆରଏ। ବ୍ୟାସନଗର ତହସିଲର ଏସଆରଏ ହେମନ୍ତ କୁମାର ପେରେଇ ଜଣେ ବ୍ୟକ୍ତିଙ୍କଠାରୁ ୪୫୦୦ ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ ଟିମ। ତାଙ୍କୁ ଭିଜିଲାନ୍ସ ଟିମ୍ ଅଧିକ ପଚରାଉଚରା କରୁଥିବା ଜଣାଯାଇଛି।
୪୫୦୦ ଟଙ୍କା ଲାଞ୍ଚ ନେବା ସମୟରେ ବ୍ୟାସନଗର ତହସିଲର ଏସଆରଏଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ
ଲାଞ୍ଚ ନେଇ ଧରାପଡ଼ିଲେ ବ୍ୟାସନଗର ତହସିଲର ଏସଆରଏ। ବ୍ୟାସନଗର ତହସିଲର ଏସଆରଏ ହେମନ୍ତ କୁମାର ପେରେଇ ଜଣେ ବ୍ୟକ୍ତିଙ୍କଠାରୁ ୪୫୦୦ ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ ଟିମ।
/sambad/media/media_files/2025/08/01/new-project-13-2025-08-01-15-06-42.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)