ମାଲକାନଗିରି: ଆମ ଓଡ଼ିଶା ଓ ମାଲକାନଗିରି କଲେଜର ମିଳିତ ଉଦ୍ୟମରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମାଲକାନଗିରି ମହାବିଦ୍ୟାଳୟରେ ସମ୍ମାନିତ ଅତିଥି ଭାବେ ସମ୍ବାଦର ଜୟପୁର ସଂସ୍କରଣର ମୁଖ୍ୟ ନବୀନ ସାହୁ, ଆକାଉଣ୍ଟାଣ୍ଟ ତ୍ରିଶୁଳ ସାନ୍ତ୍ରା, ଏଡିଏମଓ ଡ.କୃଷ୍ଣ ଚନ୍ଦ୍ର ମହାପାତ୍ର, ଡ.ଉଦୟନାଥ ଖରା, ରେଡକ୍ରସ ସୋସାଇଟିର ଆବାହକ ତଥା ଅଧ୍ୟାପକ ଡ.ରଂଜନ କୁମାର ସ୍ବାଇଁ, ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ, ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ମାଝି, ଏନଏସଏସ ଅଧିକାରୀ ଗୌତମ କୁମାର ନାୟକ, ପ୍ରେମରେଖା ଭତ୍ରା, ଦିପ୍ତୀରେଖା ମିଶ୍ର, ଆର.କ୍ରାନ୍ତୀ ସାଗର, ପ୍ରମୋଦ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ରକ୍ତଦାନର ମହତ୍ବ ସଂପର୍କରେ ବୁଝାଇଥିଲେ। ଉପସ୍ଥିତ ମେଡିକାଲ ଅଧିକାରୀମାନେ ମଧ୍ୟ ଆୟୋଜିତ ଏକ ସଭାରେ ପିଲାଙ୍କୁ ପ୍ରତି ତିନି ମାସରେ ରକ୍ତଦାନ କରିବାର ଉପକାରିତା ସଂପର୍କରେ ମଧ୍ୟ କହିଥିଲେୈ।କାର୍ଯ୍ୟକ୍ରମକୁ ଡ.ରଂଜନ କୁମାର ସ୍ବାଇଁ ପରିଚାଳନା କରିଥିଲେ।

ରକ୍ତଦାତାମାନେ ହେଲେ: ଜଗଦିଶ ବଡ଼ନାୟକ, ଗୁରୁମୂର୍ତ୍ତି ଆୟାଲ, ରାହୁଲ ଭୁମିଆ, ଦିଲିପ ଖରା, ହେମନ୍ତ ପଡିଆମି, ବିଶ୍ବନାଥ ମାଡକାମୀ, ଏମ.ପୂଜାରୀ, ଦିଲିପ ପଡ଼ିଆମି, ମଙ୍ଗରାଜ ଦୁରୁଆ, ହଳଧର କିରସାନୀ, ତିରୁପତି ରାଓ, ଦୟାନିଧି ଗଲୋରୀ, ସଂତୋଷ କିରସାନୀ, ପ୍ରହ୍ଲାଦ ଦୋରା, ସୁରେଶ ମାଡକାମୀ, ବିଶାଲ ଗାଇନ, ରଘୁନାଥ ଖେମୁଡୁ, ନିତେଶ କୁମାର ଟେଙ୍ଗେ, ପଦ୍ମା ହନ୍ତାଳ, ଭୀମ ପଡ଼ିଆମି, ଅଜୟ କୁମାର ଭୁମିଆ, ବଳି ନାୟକ, ଲକ୍ଷ୍ମଣ କିରସାନୀ, ବୁଦ୍ରା ମାଡକାମୀ, ସଂତୋଷ କୁରାମୀ, ଅଜୟ କୁଲକେରା, ଶ୍ରୀନୁ ଲାଡି, ରମେଶ ପାଟଲା, ଭୀମସେନ ମାଡକାମୀ, ସଂତୋଷ ଦାସ, ବଳରାମ ମୁଦୁଲି, ସୋମନାଥ ହନ୍ତାଳ, ବଳି ନାୟକ, ଦିଲିପ ସୋଡ଼ି, ସୁରେଶ ପଡ଼ିଆମି, ଅଶୋକ ମାଡ଼କାମୀ, ଦୟାନିଧି ଗଲୋରୀ, ପିଣ୍ଟୁ ସଗରିଆ, କୃଷ୍ଣ ଖରା, ବିଶ୍ବଜିତ ପରିଡ଼ା, ବୁଦୁରାମ ଖରା, ପୂର୍ଣ୍ଣ ପୂଜାରୀ, ଚନ୍ଦ୍ର ପାଙ୍ଗି, ଅର୍ଜୁନ ପଡିଆମି, ଶ୍ୟାମ ଦାସ, ଭୋଳା ପଡ଼ିଆମି, ନିଳାନ୍ଦ୍ରିନାଥ ଡୁକା, ଇର୍ମା ପଡ଼ିଆମି, ପ୍ରଜ୍ଞା ବେହେରା, ପ୍ରିୟଙ୍କା ମଣ୍ଡଳ, ଜ୍ୟୋତି ସୁନାନି, କବିତା ମୁର୍ମୁ, ବର୍ଷା ବଳ, ପୂଜା ସୁନା, ଦୀପାଲି ସୋଡ଼ି, ନିଳାଦ୍ରୀ ପଡ଼ିଆମି, ସେବତୀ ବଡ଼ନାୟକ, ବର୍ଷା ରିଗାଲ, ବାସନ୍ତୀ ଭୁମିଆ।

କାର୍ଯ୍ୟକ୍ରମରେ ରକ୍ତ ସଂଗ୍ରହରେ ରକ୍ତ ଭଣ୍ଡାରର ଡାକ୍ତର ସାଗର କୁମାର ବାଲା, ଏନ.ସୁବର୍ଣ୍ଣା, ସରୋଜ କାନ୍ତ ପଣ୍ଡା, ମନ ଖେମୁଡୁ ପ୍ରମୁଖ ସହଯୋଗ କରିଥିଲେ। ଆମ ଓଡିଶା ତରଫରୁ ପ୍ରେମେନ୍ଦ୍ର ପରିଛା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।