ନୂଆଦିଲ୍ଲୀ: ହରିୟାଣାଓଜମ୍ମୁଓକଶ୍ମୀରରେହୋଇଥିବାନିର୍ବାଚନରଭୋଟଗଣତିଆରମ୍ଭ ହୋଇଛି।ସକାଳ୮ଟାରୁଭୋଟଗଣତିଆରମ୍ଭହୋଇଛି।
ଉଲ୍ଲେଖଯୋଗ୍ୟଯେଅକ୍ଟୋବର୫ତାରିଖରେହରିୟାଣାରେଗୋଟିଏପର୍ଯ୍ୟାୟରେଭୋଟ୍ ଗ୍ରହଣହୋଇଥିଲା।ଅନ୍ୟପକ୍ଷେଜମ୍ମୁକଶ୍ମୀରରେସେପ୍ଟେମ୍ବର୧୮, ସେପ୍ଟେମ୍ବର୨୫ଏବଂଅକ୍ଟୋବର୧ତାରିଖରେତିନିଟିପର୍ଯ୍ୟାୟରେଭୋଟ୍ ଗ୍ରହଣହୋଇଥିଲା।ଜମ୍ମୁ-କଶ୍ମୀରରୁଧାରା୩୭୦ଉଚ୍ଛେଦହେବାପରେପ୍ରଥମଥରପାଇଁସେଠାରେବିଧାନସଭାନିର୍ବାଚନହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/YOCzPeIx3JbEnq2e94ge.jpeg)