ସମ୍ବଲପୁର: ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜଳସ୍ତର ୩ ଫୁଟ୍ ବଢ଼ିଛି| ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୦.୧୦ ଫୁଟ୍ ରହିଛି| ଡ୍ୟାମକୁ ୨,୪୩,୮୩୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩୬,୦୫୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି | କ୍ୟାଚମେଣ୍ଟ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ଆଜି ହୀରାକୁଦ ଗେଟ ଖୋଲିବ ବୋଲି ସୂଚନା ରହିଛି।
ହୀରାକୁଦର ଜଳସ୍ତର ବୃଦ୍ଧି, ୨୪ ଘଣ୍ଟା ମଧ୍ୟରେ ଜଳସ୍ତର ୩ ଫୁଟ୍ ବଢ଼ିଲା
ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜଳସ୍ତର ୩ ଫୁଟ୍ ବଢ଼ିଛି| ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୦.୧୦ ଫୁଟ୍ ରହିଛି| ଆଜି ହୀରାକୁଦ ଗେଟ ଖୋଲିବ ବୋଲି ସୂଚନା ରହିଛି।
/sambad/media/media_files/2025/07/07/hirakud-dam-2025-07-07-02-32-06.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)