ଯାଜପୁର: ଚୋର ମାଡ଼ରେ ଜଣେ ବୃଦ୍ଧା ମୃତା ଓ ଆଉ ଜଣେ ଗୁରୁତର। ମୃତା ହେଲେ କୈଶଲ୍ୟା ପତି(୭୭)। ଗୁରୁତରଜଣକ ହେଲେ ସ୍ବାମୀ ପରିତ୍ୟକ୍ତା ମମତା ପତି (୫୫)। ଦୁଇଚୋର ଚୋରି କରିବାକୁ ଆସିଥିଲେ। ଚୋରମାନଙ୍କ ଭିତରୁ ଜଣେ ସ୍ଥାନୀୟ ଗୋବଣ୍ଡିଆ ଗ୍ରାମର କେଳା ବୋଲି ମୃତ ବୃଦ୍ଧା ଓ ଝିଅ ଚିହ୍ନିଥିବା କହିଛନ୍ତି।
ଚୋର ମାଡ଼ରେ ଜଣେ ବୃଦ୍ଧା ମୃତା ଓ ଆଉ ଜଣେ ଗୁରୁତର। ମୃତା ହେଲେ କୈଶଲ୍ୟା ପତି(୭୭)। ଗୁରୁତରଜଣକ ହେଲେ ସ୍ବାମୀ ପରିତ୍ୟକ୍ତା ମମତା ପତି (୫୫)। ଦୁଇଚୋର ଚୋରି କରିବାକୁ ଆସିଥିଲେ। ଚୋରମାନଙ୍କ ଭିତରୁ ଜଣେ ସ୍ଥାନୀୟ ଗୋବଣ୍ଡିଆ ଗ୍ରାମର କେଳା ବୋଲି ମୃତ ବୃଦ୍ଧା ଓ ଝିଅ ଚିହ୍ନିଥିବା କହିଛନ୍ତି। ଏଣେ ବାଲିଚନ୍ଦ୍ରପୁର ପୁଲିସ ମଙ୍ଗୁଳି ନାମକ ଜଣେ ଯୁବକକୁ ଥାନାକୁ ନେଇ ଅଟକ ରଖିଛନ୍ତି। ତାଙ୍କ ଘର ବାଲିପଡିଆ ପଞ୍ଚାୟତ ଅନ୍ତର୍ଗତ ତିଗିରିଆ ଗ୍ରାମରେ।
ଏଣେ ବାଲିଚନ୍ଦ୍ରପୁର ପୁଲିସ ମଙ୍ଗୁଳି ନାମକ ଜଣେ ଯୁବକକୁ ଥାନାକୁ ନେଇ ଅଟକ ରଖିଛନ୍ତି। ତାଙ୍କ ଘର ବାଲିପଡିଆ ପଞ୍ଚାୟତ ଅନ୍ତର୍ଗତ ତିଗିରିଆ ଗ୍ରାମରେ। ଅନ୍ୟଜଣେ ଅଭିଯୁକ୍ତ ବଳିଆ ଦାସ ବୋଲି କୁହାଯାଉଛି।
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/05/KGlGDtbrwbpdVkJ9QBwE.jpg)