ଢେଙ୍କାନାଳ: ଢେଙ୍କାନାଳ ସହର ନିକଟ ୫୫ ନମ୍ବର ଜାତୀୟ ରାଜପଥ ଆନନ୍ଦନଗର ନିକଟରେ ମଙ୍ଗଳବାର ଦିନ ସକାଳେ ଏକ ତେଲ ଟ୍ୟାଙ୍କର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛିା
ପର୍ଜଙ୍ଗ ବାରିହାପୁର ଗ୍ରାମର ରଶ୍ମିରଂଜନ ଖୁଣ୍ଟିଆ ପତ୍ନୀ ଲୁସି ଖୁଣ୍ଟିଆ ଓ ଶିଶୁପୁତ୍ରକୁ ନେଇ ଭୋର ସମୟରେ ଜଗା ଦର୍ଶନ ପାଇଁ ବାଇକରେ ଗାଁରୁ ବାହାରିଥିଲେ। ଢେଙ୍କାନାଳ ସହର ଅତିକ୍ରମ କରି କଟକ ଅଭିମୁଖେ ଯାଉଥିବା ବେଳେ ପଛପଟୁ ଏକ ଟ୍ୟାଙ୍କର ବାଇକକୁ ଧକ୍କା ଦେଇଥିଲା। ଯାହାଦ୍ଵାରା ଲୁସି ବାଇକରୁ ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ହେଲେ ଲୁସିକୁ ଡାକ୍ତର ମୃତ ଘୋଷଣା କରିଥିଲେ। ସ୍ବାମୀଙ୍କ ଆଖି ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ।
/sambad/media/media_files/2025/05/27/iGviuLdkr94w6ff2nwf2.jpg)
ସୂଚନା ମୁତାବକ, ପର୍ଜଙ୍ଗ ବାରିହାପୁର ଗ୍ରାମର ରଶ୍ମିରଂଜନ ଖୁଣ୍ଟିଆ ପତ୍ନୀ ଲୁସି ଖୁଣ୍ଟିଆ ଓ ଶିଶୁପୁତ୍ରକୁ ନେଇ ଭୋର ସମୟରେ ଜଗା ଦର୍ଶନ ପାଇଁ ବାଇକରେ ଗାଁରୁ ବାହାରିଥିଲେ। ଢେଙ୍କାନାଳ ସହର ଅତିକ୍ରମ କରି କଟକ ଅଭିମୁଖେ ଯାଉଥିବା ବେଳେ ପଛପଟୁ ଏକ ଟ୍ୟାଙ୍କର ବାଇକକୁ ଧକ୍କା ଦେଇଥିଲା। ଯାହାଦ୍ଵାରା ଲୁସି ବାଇକରୁ ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ହେଲେ ଲୁସିକୁ ଡାକ୍ତର ମୃତ ଘୋଷଣା କରିଥିଲେ। ସ୍ବାମୀଙ୍କ ଆଖି ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟ୍ୟାଙ୍କରଟିକୁ ଜବତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/27/6koMpHRPoetXtkAL1oXc.jpg)