ପିପିଲି: ଜ
ସୂଚନା ଅନୁସାରେ ମହିଳା ଜଣକ ଆଜି ଅପରାହ୍ଣ ପ୍ରାୟ ୩ଟା ୪୫ମିନିଟରେ ନିଜୀ ଶିଶୁ ପୁତ୍ରକୁ ଧରି ନଦୀକୁ ଡେଇଁ ପଡ଼ିଥିଲେ। ଖବର ପାଇ ପିପିଲିରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ନଦୀରେ ଖୋଜାଖୋଜି କରିଥିଲେ।
ତେବେ ଘଟଣାସ୍ଥଳରୁ ଦେଢ କିମି ଦୂର ସୁନାପଦା ଗ୍ରାମ ନିକଟରେ ଉକ୍ତ ଗ୍ରାମର ଦୁଇ ଜଣ ଅଧିବାସୀ ଭାର୍ଗବୀ ନଦୀର ଗଭୀର ପାଣିରୁ ଉଭୟ ମା'କୁନି ପୁଅଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ସେମାନଙ୍କ ପରିଚୟ ଜଣା ପଡିନାହିଁ। ପିପିଲି ପୁଲିସ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/zoVnGyOVb9hUTElx2gpo.jpg)