ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି କୋଇଲା ଖଣି ଅଞ୍ଚଳରେ ପୁଣି ଦୁର୍ଘଟଣା ଘଟିଛି। ବାଙ୍କିବାହାଲ - ଟପରିଆ ରାସ୍ତାର ରତନପୁର ନିକଟରେ କୋଇଲା ବୋଝେଇ ଟ୍ରେଲର ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଗୋପାଳପୁର ଅଞ୍ଚଳର ଅମିତ ସମଜଦାର ବୋଲି ଜଣାଯାଇଛି। ସେ ପଶ୍ଚିମବଙ୍ଗର ବାସିନ୍ଦା। ସେ ବିଲେଇମୁଣ୍ଡାରେ ରହୁଥିଲେ। ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି।
ବାଙ୍କିବାହାଲ - ଟପରିଆ ରାସ୍ତାର ରତନପୁର ନିକଟରେ କୋଇଲା ବୋଝେଇ ଟ୍ରେଲର ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଗୋପାଳପୁର ଅଞ୍ଚଳର ଅମିତ ସମଜଦାର ବୋଲି ଜଣାଯାଇଛି। ସେ ପଶ୍ଚିମବଙ୍ଗର ବାସିନ୍ଦା। ସେ ବିଲେଇମୁଣ୍ଡାରେ ରହୁଥିଲେ। ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି।
ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।
accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/27/snjio-2025-06-27-09-25-53.png)