ରାୟଗଡ଼ା: ରାୟଗଡ଼ା ସହର ସଦର ଅନ୍ତର୍ଗତ ରୟତ କଲୋନୀ ଅଞ୍ଚଳରେ ଗଣେଶ ପୂଜା ଭସାଣରେ ଡିଜେ ସାଉଣ୍ଡ ହେଲା କାଳ। ଡିଜେ ସାଉଣ୍ଡର ତୀବ୍ରତା କାରଣରୁ ୩୦ ବର୍ଷୀୟ ସରୋଜ କୁମାର ଖରାଙ୍କର ମୃତ୍ୟ ହୋଇଥିବା ଜଣାପଡ଼ିଛିI ରଇତକଲୋନି ପୋଷ୍ଟ ଅଫିସ ଲାଇନରେ ତାଙ୍କ ଘର।

Advertisment

ରାୟଗଡ଼ା ସହର ସଦର ଅନ୍ତର୍ଗତ ରୟତ କଲୋନୀ ଅଞ୍ଚଳରେ ଗଣେଶ ପୂଜା ଭସାଣରେ ଡିଜେ ସାଉଣ୍ଡ ହେଲା କାଳ। ଡିଜେ ସାଉଣ୍ଡର ତୀବ୍ରତା କାରଣରୁ ୩୦ ବର୍ଷୀୟ ସରୋଜ କୁମାର ଖରାଙ୍କର ମୃତ୍ୟ ହୋଇଥିବା ଜଣାପଡ଼ିଛିI ରଇତକଲୋନି ପୋଷ୍ଟ ଅଫିସ ଲାଇନରେ ତାଙ୍କ ଘର। ଘଟଣା ପରେ ପରିବାର ଲୋକେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଘଟଣା ପରେ ପରିବାର ଲୋକେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।