ସମ୍ବଲପୁର: ନାଗାବଳୀ ଟ୍ରେନ୍ ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଜିଆରପି ପୁଲିସ। ତାଙ୍କୁ ସମ୍ବଲପୁର ଜିଲ୍ଲା ବଡ଼ରମାର ପ୍ରସାଦୀ ବାଗ ଭାବରେ ଚିହ୍ନଟ କରାଯାଇଛି।. ସେ ସିକନ୍ଦରାବାଦରେ କାର୍ଯ୍ୟ କରୁଥିଲେ। ନିଜ ସମ୍ବଲପୁର ଫେରୁ ଥିବା ବେଳେ ବାଟରେ ହୃଦଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଜିଆରପି ଥାନା ଅଧିକାରୀ।
ନାଗାବଳୀ ଟ୍ରେନ୍ ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଜିଆରପି ପୁଲିସ। ତାଙ୍କୁ ସମ୍ବଲପୁର ଜିଲ୍ଲା ବଡ଼ରମାର ପ୍ରସାଦୀ ବାଗ ଭାବରେ ଚିହ୍ନଟ କରାଯାଇଛି।. ସେ ସିକନ୍ଦରାବାଦରେ କାର୍ଯ୍ୟ କରୁଥିଲେ। ନିଜ ସମ୍ବଲପୁର ଫେରୁ ଥିବା ବେଳେ ବାଟରେ ହୃଦଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଜିଆରପି ଥାନା ଅଧିକାରୀ। ମୃତଶରୀରକୁ ନେବା ପାଇଁ ପରିବାରକୁ ସୂଚନା ଦିଆଯାଇଛି। ତେବେ କେଉଁଠାରେ ତାଙ୍କର ହୃଦଘାତ ହୋଇଥିଲା ଓ ସେ କେତେବେଳେ ଏବଂ କେଉଁଠି ମୃତ୍ୟୁବରଣ କରିଥିଲେ ସେନେଇ କୌଣସି ସୂଚନା ଦିଆଯାଇନାହିଁ।
ମୃତଶରୀରକୁ ନେବା ପାଇଁ ପରିବାରକୁ ସୂଚନା ଦିଆଯାଇଛି। ତେବେ କେଉଁଠାରେ ତାଙ୍କର ହୃଦଘାତ ହୋଇଥିଲା ଓ ସେ କେତେବେଳେ ଏବଂ କେଉଁଠି ମୃତ୍ୟୁବରଣ କରିଥିଲେ ସେନେଇ କୌଣସି ସୂଚନା ଦିଆଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/02/10/DnuMHgvgQcaXyzoekF2s.jpg)