ପର୍ଜଙ୍ଗ: ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ଥାନା ଆମ୍ବପଳlସ ଗାଁ ଗଙ୍ଗାଧରପୁର ସାହିର କାବୁ ନାଏକ (୪୪)ଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବାର ଖବର ମିଳିଛି। ସେ ଦୀର୍ଘ ୧୫ ବର୍ଷ ଧରି ଏହି ଗାଁରେ ଘର ଜ୍ୱାଇଁ ହୋଇ ରହି ଆସୁଥିଲେ l
ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଆମ୍ବପଳlସ ଗାଁ ଗଙ୍ଗାଧରପୁର ସାହିର କାବୁ ନାଏକ (୪୪)ଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବାର ଖବର ମିଳିଛି। ସେ ଦୀର୍ଘ ୧୫ ବର୍ଷ ଧରି ଏହି ଗାଁରେ ଘର ଜ୍ୱାଇଁ ହୋଇ ରହି ଆସୁଥିଲେ l ଗତକାଲି ରାତିରେ ତାଙ୍କୁ କେତେକ ଦୁର୍ବୃତ୍ତ ପିଟିପିଟି ମାରିଦେବା ସହ ତାଙ୍କ ମୁଣ୍ଡରେ ପଥର ଛେଚି ବିକୃତ କରିଦେଇଛନ୍ତି l ଖବର ପାଇ ଘଟଣା ସ୍ଥଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚଛି।
ଗତକାଲି ରାତିରେ ତାଙ୍କୁ କେତେକ ଦୁର୍ବୃତ୍ତ ପିଟିପିଟି ମାରିଦେବା ସହ ତାଙ୍କ ମୁଣ୍ଡରେ ପଥର ଛେଚି ବିକୃତ କରିଦେଇଛନ୍ତି l ଖବର ପାଇ ଘଟଣା ସ୍ଥଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚଛି।