କଣ୍ଟାବାଞ୍ଜି: ବଲାଙ୍ଗୀରଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ମୁଡକାନୀ ଗାଁରେ ସୋମବାର ସାଙ୍ଗକୁ ଗାଁ ଦାଣ୍ଡ ପହର ମଣ୍ଡପରେ ହତ୍ୟା କଳା ସାଙ୍ଗ। ମୃତ ଯୁବକ ହେଲେ କିଶୋର ପରାଭୁଏ।
ସୂଚନା ଅନୁସାରେ ସେହି ଗାଁ କିଶୋର ପରାଭୁଏ ଏବଂ ତାଙ୍କ ଅନ୍ୟ ଜଣେ ସାଙ୍ଗ ଶ୍ରୀଧର ଶବର ଗାଁ ପହର ମଣ୍ଡପରେ ବସି ଉଭୟ କଥା ହେଉଥିବା ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ଯ କଥା କଟାକଟି ହୋଇଥିବା ପରେ ଶ୍ରୀଧର କିଶୋରକୁ ଆକ୍ରମଣ କରିଥିବା ଯାହାଫଳରେ ଘଟଣାସ୍ଥଳରେ କିଶୋରଙ୍କ ମୃତ୍ଯୁ ହୋଇଥିଲା। ପରେ ଗାଁ ଉତ୍ତେଜନା ଦେଖା ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/25/kantabanji-2025-08-25-23-08-52.jpg)