ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଲାହାକୋଠି ଜାତୀୟ ରାଜପଥ ନଂ ୧୪୩ କଡ଼ରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କେହି ଦୁର୍ବୃତ୍ତ ଉକ୍ତ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି। ଘଟଣାର ସୂଚନା ପାଇଁ ବୀରମିତ୍ରପୁର ଥାନା ଏସଆଇ ସାଜନ କୁମାର ପୁଲିସ ଦଳସହ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି!  ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ ନାହିଁ।

Advertisment

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଲାହାକୋଠି ଜାତୀୟ ରାଜପଥ ନଂ ୧୪୩ କଡ଼ରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କେହି ଦୁର୍ବୃତ୍ତ ଉକ୍ତ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି। ଘଟଣାର ସୂଚନା ପାଇଁ ବୀରମିତ୍ରପୁର ଥାନା ଏସଆଇ ସାଜନ କୁମାର ପୁଲିସ ଦଳସହ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି!  ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ ନାହିଁ।

ଆଜି ସକାଳେ ପ୍ରାୟ ଭୋର ୫ଟା ସମୟରେ ଜାତୀୟ ରାଜପଥକଡ଼ରେ ମୃତଦେହ ପଡ଼ିଥିବା ଦେଖି ବସ୍ତି ଲୋକେ ବୀରମିତ୍ରପୁର ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ପୁଲିସ ସାଇଣ୍ଟିଫିକ ଦଳକୁ ଘଟଣାର ସୂଚନା ଦେଇଥିବା ଜଣାପଡ଼ିଛି।