ରାଇରଙ୍ଗପୁର/ବାସିଙ୍ଗୀ: ମୟୂରଭଞ୍ଜଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗୀଠାରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ବାସିଙ୍ଗୀ ଗ୍ରାମର ବିଦ୍ୟା ପାତ୍ରଙ୍କ ପୁଅ ପୂର୍ଣ୍ଣ ପାତ୍ର (୨୫) ବାସୀଙ୍ଗି ସ୍ବାସ୍ଥ୍ୟ ଉପକେନ୍ଦ୍ର ନିକଟରେ ଭାରସାମ୍ୟ ହରାଇ ବାଇକ୍ରୁ ଖସି ପଡ଼ିବାରୁ ଘଟଣା ତାଙ୍କର ମୃତ୍ୟୁ ଘଟିଥିଲା।
ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗୀଠାରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ବାସିଙ୍ଗୀ ଗ୍ରାମର ବିଦ୍ୟା ପାତ୍ରଙ୍କ ପୁଅ ପୂର୍ଣ୍ଣ ପାତ୍ର ବାସୀଙ୍ଗି ସ୍ବାସ୍ଥ୍ୟ ଉପକେନ୍ଦ୍ର ନିକଟରେ ଭାରସାମ୍ୟ ହରାଇ ବାଇକ୍ରୁ ଖସି ପଡ଼ିବାରୁ ଘଟଣା ତାଙ୍କର ମୃତ୍ୟୁ ଘଟିଥିଲା।
/sambad/media/post_attachments/wp-content/uploads/2023/06/dead-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)