ସୋର: ବଜ୍ରାଘାତ ସ୍କୁଟି ଆରୋହୀ ଯୁବକଙ୍କର ମୃତ୍ୟୁ ହୋଇଛିl ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ଦିବ୍ୟାଂଶୁ ସେଠି।
ସ୍କୁଟିରେ ସଂମ୍ପର୍କୀୟ ଘର ଖଇରା ବ୍ଲକ କୃଷ୍ଣଦାସପୁର ଯାଇ ନିଜ ଘର ତରାଙ୍ଗଙ୍କୁ ଫେରୁଥିବା ବେଳେ ଚକ୍ରଧରପୁର ଛକ ନିକଟରେ ବଜ୍ରାଘାତରେ ଶିକାର ହୋଇଥିଲେl ଖଇରା ବ୍ଲକ ଅନ୍ତର୍ଗତ ତରାଙ୍ଗ ଗ୍ରାମର ଦିବ୍ୟାଂଶୁ ସେଠି ଯୁବକ ଘର ହୋଇଥିବା ନେଇ ସୂଚନାl ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଆମ୍ବୁଲାନ୍ସ ରେ ଖଇରା ମେଡିକାଲକୁ ନେଇଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
Lightning | Baleswar
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/03/21/IKcHurVweS4AiuS4nnin.jpg)