ସୁନ୍ଦରଗଡ଼:  ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଶରଧାପାଲି ଗାଁରେ ନିଜ କ୍ଷେତରେ କାମ କରୁଥିବା ବେଳେ ଘନଶ୍ୟାମ ବେଶନ ନାମକ ଯୁବକଙ୍କୁ ହାତୀ ଆକ୍ରମଣ କରିଥିଲା। ଏହାଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସୁନ୍ଦରଗଡ଼ ମେଡିକାଲ ଓ ତାପରେ ବୁର୍ଲାକୁ ସ୍ଥାନନ୍ତର କରାଯାଇଛି। 

Advertisment

ଆହୁରି ପଢ଼ନ୍ତୁ: ବିଜେପିର ବିଜୟ ସଂକଳ୍ପ ସମାବେଶ; ନୂଆପଡ଼ା ଦେଖିବ ବିକାଶର ଗତି: ମୁଖ୍ୟମନ୍ତ୍ରୀ

ଏହି ଅଞ୍ଚଳରେ ଗୋଟିଏ ମାସରୁ ଅଧିକ ହୋଇଯିବ ଦନ୍ତାଟି ରହି ଚାଷବାସ ନଷ୍ଟ କରିବା ସହ ଏବେ ମଣିଷଙ୍କୁ ବି ଆକ୍ରମଣ କରିବାରେ ଲାଗିଛି। ଏଥିଲାଗି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। 

ଆହୁରି ପଢ଼ନ୍ତୁ: ନିଜ ବିଫଳତା ପାଇଁ ପଡ଼ୋଶୀଙ୍କୁ ଦୋଷ ଦେବା ପାକିସ୍ତାନର ପୁରୁଣା ଅଭ୍ୟାସ : ଭାରତ

Elephant | Attack