ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ୧୦ ନମ୍ବର ରାଜ୍ୟ ରାଜପଥର ଭୋଜପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଯୁବକ ଗୁରୁତର ହୋଇଛନ୍ତି। ତିନିଜଣ ଯାକ ବାଇକରେ ଯାଉଥିବା ବେଳେ ଅଜଣା ଟ୍ରକ ଧକ୍କା ଦେଇଥିବା ସୂଚନା ରହିଛି।
ସୁନ୍ଦରଗଡ଼ ଟାଉନ ଥାନା ୧୦ ନମ୍ବର ରାଜ୍ୟ ରାଜପଥର ଭୋଜପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଯୁବକ ଗୁରୁତର ହୋଇଛନ୍ତି। ତିନିଜଣ ଯାକ ବାଇକରେ ଯାଉଥିବା ବେଳେ ଅଜଣା ଟ୍ରକ ଧକ୍କା ଦେଇଥିବା ସୂଚନା ରହିଛି।
ସମସ୍ତେ ଛତିଶଗଡ଼ ଅଞ୍ଚଳର ବୋଲି ସୂଚନା ରହିଛି। ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/09/26/untitled-2025-09-26-09-43-19.png)