ନିୟମିତ ଭାବେ ସ୍କିନ୍ କେୟାର୍ ପ୍ରଡକ୍ଟ୍ ବ୍ୟବହାର କରିଲା ପରେ ତ୍ୱଚାରେ ନାଲିକଟାଦାଗ, ଲାଲ୍ ପଡ଼ିଯିବ, ତ୍ୱଚା ମାନ୍ଦା ଓ ଶୁଷ୍କ ଦିଶିବା ଭଳି ସମସ୍ୟା ନଜର ଆସିଥାଏ। ଯଦି ଆପଣଙ୍କୁ ବି ଏସବୁ ମଧ୍ୟରୁ କିଛି ନଜର ଆସେ ତା’ହେଲେ ଜାଣି ନିଅନ୍ତୁ କି ଆପଣଙ୍କ ସ୍କିନ୍କେୟାର୍ ପ୍ରଡକ୍ଟ୍ ଆପଣଙ୍କ ତ୍ୱଚାକୁ ସୁହାଉ ନାହିଁ।
/sambad/media/post_attachments/wp-content/uploads/2018/05/Skin-Care_Slide_2.jpg)
/sambad/media/post_attachments/wp-content/uploads/2018/05/Skin-Care_Slide_3.jpg)
ନିୟମିତ ବ୍ୟବହାର କରୁଥିବା କ୍ରିମ୍ ଲଗାଇବା ପରେ ଯଦି ଆପଣଙ୍କ ତ୍ୱଚା ପୋଡ଼ିବା ଭଳି ଲାଗେ।
/sambad/media/post_attachments/wp-content/uploads/2018/05/Skin-Care_Slide_4.jpg)
ତ୍ୱଚା ବହୁତ ଅଧିକ ଡ୍ରାଏ (ଶୁଖିଲା ଲାଗିଲେ) ହୋଇଯାଏ।
/sambad/media/post_attachments/wp-content/uploads/2018/05/Skin-Care_Slide_5.jpg)
ଯଦି ତ୍ୱଚାରେ ରେସେସ ବା ନାଲିଦାଗ ଦେଖାଦିଏ।
/sambad/media/post_attachments/wp-content/uploads/2018/05/Skin-Care_Slide_6.jpg)
ବ୍ରଣ ଉପରେ କ୍ରିମ୍ ବ୍ୟବହାର କରିଲେ ଯଦି ତାହା ଲାଲ୍ ହୋଇଯାଏ।
/sambad/media/post_attachments/wp-content/uploads/2018/05/Skin-Care_Slide_7.jpg)
କ୍ରିମ ବ୍ୟବହାର ପରେ ଶରୀରର କିଛି ସ୍ଥାନ କୁଣ୍ଡେଇ ହେଲେ।
ଯଦି ଏଗୁଡ଼ିକ ଭିତରୁ କିଛି ବି ଲକ୍ଷଣ ଦେଖାଦିଏ ତା’ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Skin-Care_Slide_1.jpg)
