ନୂଆବର୍ଷ ଆରମ୍ଭରୁ ଅବଲମ୍ବନ କରନ୍ତୁ ଏହି ସବୁ ଅଭ୍ୟାସ: ରହିବେ ସର୍ବଦା ଫିଟ୍, ରୋଗ ପାଖ ମାଡ଼ିବ ନାହିଁ
୧୨ଟି ମାସରେ ୧୨ଟି ଅଭ୍ୟାସ
/sambad/media/post_attachments/wp-content/uploads/2017/12/New-Year_12-Habbits_Slide_1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/post_attachments/wp-content/uploads/2017/12/New-Year_12-Habbits_Slide_1.jpg)
/sambad/media/post_attachments/wp-content/uploads/2017/12/New-Year_12-Habbits_Slide_2.jpg)
/sambad/media/post_attachments/wp-content/uploads/2017/12/New-Year_12-Habbits_Slide_3.jpg)
/sambad/media/post_attachments/wp-content/uploads/2017/12/New-Year_12-Habbits_Slide_13.jpg)
/sambad/media/post_attachments/wp-content/uploads/2017/12/New-Year_12-Habbits_Slide_4.jpg)
/sambad/media/post_attachments/wp-content/uploads/2017/12/New-Year_12-Habbits_Slide_5.jpg)
ଜୁନ୍: ସପ୍ତାହରେ ଦୁଇଥର ଗଜା ମୁଗ ଓ ଚଣା ଖାଆନ୍ତୁ। ଶରୀରକୁ ଉପଯୁକ୍ତ ପରିମାଣରେ ପ୍ରୋଟିନ୍ ମିଳିଥାଏ। ଯେଉଁମାନଙ୍କ କେଶ ଝଡ଼ିବା ସମସ୍ୟା ରହିଛି, ଏହି ଅଭ୍ୟାସ ରଖିବା ଦ୍ୱାରା ସେଥିରୁ ମୁକ୍ତି ପାଇ ପାରିବେ।
ଜୁଲାଇ: ପ୍ରତିଦିନ ସକାଳେ ୫ରୁ ୧୦ ମିନିଟ୍ ପରିବାର ସହିତ ଶାନ୍ତିରେ ବସନ୍ତୁ। ଏପରି କରିବା ଦ୍ୱାରା ଆତ୍ମତୃପ୍ତି ମିଳିଥାଏ। ମନରୁ ଚିନ୍ତା ଓ ଅବସାଦ ଦୂର ହୋଇଥାଏ।
ଅଗଷ୍ଟ: ପ୍ରତିଦିନ କାଜୁ, ପିସ୍ତାବାଦାମ ଓ କିସ୍ମିସ୍ ଆଦି ଖାଆନ୍ତୁ। ପ୍ରୋଟିନ୍ ଓ ନ୍ୟୁଟ୍ରିସନ୍ ପ୍ରଚୁର ମାତ୍ରାରେ ଶରୀରକୁ ମିଳିବ।
ସେପ୍ଟେମ୍ବର: ଡାଏଟରେ ଯେତେ ପରିମାଣର ସବୁଜ ପନିପରିବା ଖାଆନ୍ତୁ। ଏହାଦ୍ୱାରା ଶରୀରକୁ ଆଇରନ୍, ଭିଟାମିନସ୍ ଓ ମିନେରାଲ ମିଳିଥାଏ। ଏହାଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ରହିଥାଏ।
ଅକ୍ଟୋବର: ପ୍ରତିଦିନ ୬ରୁ ୮ଘଣ୍ଟା ନିଦ୍ରା ଯାଆନ୍ତୁ। ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରୁହନ୍ତୁ ନାହିଁ। ଏହାଦ୍ୱାରା ଶରୀରର ଓଜନ ବୃଦ୍ଧି ପାଇ ନ ଥାଏ। ମନ ପ୍ରଫୁଲ୍ଲ ରହିଥାଏ। କାମ କରିବାରେ ଆଗ୍ରହ ପ୍ରକାଶ ପାଇଥାଏ।
ନଭେମ୍ବର: ଭେଜିଟେବୁଲ ସୁପ୍ ସେବନ କରନ୍ତୁ। ସୁପ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ବୃଦ୍ଧି ପାଇଥାଏ।
ଡିସେମ୍ବର: ଆଲକହଲ, ସିଗାରେଟ ଓ ଚା’ ପିଇବା ଅଭ୍ୟାସ ଛାଡନ୍ତୁ। ଏହାବଦଳରେ ଦିନକୁ ୨-୩ଥର ଗ୍ରିନ୍ ଟି ପିଅନ୍ତୁ। ଏପରି କରିବା ଦ୍ୱାରା ବ୍ରେନ୍ ଓ ହାର୍ଟ ହେଲଦି ରହିଥାଏ। ଶରୀରକୁ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ।Join and get latest news updates delivered to you via WhatsApp