ଉତ୍ତମ ସ୍ୱାସ୍ଥ୍ୟ ଲାଗି ସୁଷମ ଆହାର ସହ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ନିତାନ୍ତ ଜରୁରି! କିନ୍ତୁ, ଆଜିକାଲିର ଯୁବପିଢ଼ି କାର୍ଯ୍ୟ ବ୍ୟସ୍ତତା ଭିତରେ ଭଲ ଭାବେ ଶୋଇ ପାରୁନାହାନ୍ତି। ଫଳରେ ସେମାନଙ୍କ ଠାରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି। ଏ ସଂକ୍ରାନ୍ତରେ ଆମେରିକାର ନ୍ୟାସ୍ନାଲ୍ ସ୍ଲିପ୍ ଫାଉଣ୍ଡେସନ୍ ରିସର୍ଚ କରିଥିବା ଗବେଷଣାରୁ ଜଣାପଡ଼ିଛି ଯେ ବୟସାନୁସାରେ ସମସ୍ତଙ୍କ ନିଦ୍ରାର ଆବଶ୍ୟକତା ଅଲଗା ଅଲଗା ହୋଇଥାଏ। ଚାଲନ୍ତୁ ଜାଣିବା, ବୟସାନୁସାରେ ବ୍ୟକ୍ତିଙ୍କ ଶୋଇବା ସମୟ।
/sambad/media/post_attachments/wp-content/uploads/2017/12/Sleeping-Timing_Slide_2-1.jpg)
/sambad/media/post_attachments/wp-content/uploads/2017/12/Sleeping-Timing_Slide_3.jpg)
/sambad/media/post_attachments/wp-content/uploads/2017/12/Sleeping-Timing_Slide_4-1.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/Sleeping-Timing_Slide_1.jpg)