ଏହି ସବୁ ଶାରୀରିକ ସମସ୍ୟାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି? ଶୋଇବା ପୂର୍ବରୁ ତକିଆ ତଳେ ରଖନ୍ତୁ ଏହି ଗୋଟିଏ ଜିନିଷ

ଲେମ୍ବୁରେ ଅନେକ ପ୍ରକାରର ଓଷଧୀୟ ଗୁଣ ରହିଛି ତାହା ତ ଆପଣମାନେ ଜାଣିଥିବେ । ଏହାର ରସକୁ ଖାଦ୍ୟରେ ମିଶାଇ ବା ବା ପାଣିରେ ମିଶାଇ ପିଇବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ । କେବଳ ଲେମ୍ବୁର ରସ ନୁହେଁ ଏହାର ବାସ୍ନା ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଉପକାରୀ । ମସ୍ତିଷ୍କ ଉପରେ ଏହାର ଭଲ ପ୍ରଭାବ ପଡ଼ିଥାଏ । ସେଥିପାଇଁ ଶୋଇବା ସମୟରେ ଲେମ୍ବୁର ଚୋପାକୁ ତକିଆ ତଳେ ରଖି ଶୋଇବା ଆରମ୍ଭ କରନ୍ତୁ । ଏହାର ବାସ୍ନା ନିଶ୍ୱାସରେ ଶରୀର ମଧ୍ୟକୁ ଯାଇ ଅନେକ ସମସ୍ୟାକୁ ଦୂର କରିଥାଏ । ତେବେ ଆସନ୍ତ ଜାଣିବା ଲେମ୍ବୁ ଚୋପାକୁ ତକିଆ ତଳେ ରଖି ଶୋଇବା ଦ୍ୱାରା କେଉଁ ସବୁ ଶାରୀରିକ ସମସ୍ୟା ଦୂର ହୋଇଥାଏ ।

Polka Cafe

୧.ଲେମ୍ବୁ ଚୋପାକୁ ତକିଆ ଖୋଳ ମଧ୍ୟରେ ରଖି ଶୋଇବା ଦ୍ୱାରା ଚିନ୍ତା ଦୂର ହୋଇଥାଏ ।
୨. ଉଚ୍ଚ ରକ୍ତଚାପର ସମସ୍ୟା ଥିଲେ ଲେମ୍ବୁ ଚୋପାକୁ ତକିଆ ଖୋଳ ମଧ୍ୟରେ ରଖି ଶୁଅନ୍ତୁ । ଲାଭ ମିଳିବା ସହ ମସ୍ତିଷ୍କକୁ ଶାନ୍ତି ମିଳିବ ।
୩. ଲେମ୍ବୁରେ ଭିଟାମିନ୍‌ ‘ସି’ର ପରିମାଣ ଅଧିକ ରହିଥାଏ । ସେଥିପାଇଁ ଲେମ୍ବ ବାସ୍ନାକୁ ଆଘ୍ରାଣ କରିବା ଦ୍ୱାରା ଏହା ଶରୀର ମଧ୍ୟକୁ ଯାଇ ଭିଟାମିନ ‘ସି’ର ପରିମାଣକୁ ବଢ଼ାଇଥାଏ ।

topmagazin.sk

୪. ମୁଣ୍ଡ ବିନ୍ଧା ହେଉଥିଲେ ଏହାର ବାସ୍ନାକୁ ନିଶ୍ୱାସ ମାଧ୍ୟମରେ ନେବା ଦ୍ୱାରା ମୁଣ୍ଡ ବିନ୍ଧା ଭଲ ହୋଇଥାଏ ।
୫. ଆସ୍ଥମା ରୋଗୀ ଲେମ୍ବୁ ଚୋପାକୁ ତକିଆ ତଳେ ରଖି ଶୋଇବା ଦ୍ୱାରା ସେମାନଙ୍କୁ ନିଃଶ୍ୱାସ ନେବାରେ କୌଣସି ଅସୁବିଧା ହୋଇ ନଥାଏ ।

ସମ୍ବନ୍ଧିତ ଖବର